ଟିଟିଲାଗଡରେ ମନ୍ କୀ ବାତ ଶୁଣିଲେ ମନମୋହନ ସାମଲ
ଭୁବନେଶ୍ୱର, 26 ଜୁଲାଇ (ହି.ସ.)- ଆଜି ଟିଟିଲାଗଡ଼ ଠାରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ମନ୍ କୀ ବାତ କାର୍ଯ୍ୟକ୍ରମ ଶୁଣିଛନ୍ତି ମନମୋହନ ସାମଲ। ଏହି ଅବସରରେ ସେ କହିଛନ୍ତି ଯେ, ଆଜିର କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରଧାନମନ୍ତ୍ରୀ ଜଳ ଉତ୍ସର ସଂରକ୍ଷଣ, କ୍ରୀଡ଼ା
ଟିଟିଲାଗଡରେ ମନ୍ କୀ ବାତ ଶୁଣିଲେ ମନମୋହନ ସାମଲ


ଭୁବନେଶ୍ୱର, 26 ଜୁଲାଇ (ହି.ସ.)- ଆଜି ଟିଟିଲାଗଡ଼ ଠାରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର

ମୋଦୀଜୀଙ୍କ ମନ୍ କୀ ବାତ କାର୍ଯ୍ୟକ୍ରମ ଶୁଣିଛନ୍ତି ମନମୋହନ ସାମଲ। ଏହି ଅବସରରେ ସେ କହିଛନ୍ତି

ଯେ, ଆଜିର କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରଧାନମନ୍ତ୍ରୀ ଜଳ ଉତ୍ସର ସଂରକ୍ଷଣ, କ୍ରୀଡ଼ା

କ୍ଷେତ୍ରରେ ଦେଶର ସଫଳତା ଓ ବିକ୍ରମ-1 ର ସଫଳତାକୁ ନେଇ ଦେଶବାସୀଙ୍କୁ ମୂଲ୍ୟବାନ

ମାର୍ଗଦର୍ଶନ ପ୍ରଦାନ କରିଛନ୍ତି।

ଏହି ଅବସରରେ ମନ୍ତ୍ରୀ ଡଃ ମୁକେଶ ମହାଲିଙ୍ଗ ରାଜ୍ୟ ଉପସଭାପତି ଶ୍ରୀ

ଶିବାଜୀ ମହାନ୍ତି,

ଟିଟିଲାଗଡ଼ ବିଧାୟକ ଶ୍ରୀ ନବୀନ ଜୈନ, ବଲାଙ୍ଗୀର ଜିଲ୍ଲା

ସଭାପତି ଶ୍ରୀ ବତ୍ସ ବେହେରା, ଜିଲ୍ଲା ସଂଗଠନ ପ୍ରଭାରୀ ଶ୍ରୀ ପର୍ଶୁରାମ ମାଝୀ, ଏନଏସିଅଧ୍ୟକ୍ଷା ଶ୍ରୀମତୀ

ମମତା ଦେବୀ ଜୈନ, ବ୍ଲକ ଅଧ୍ୟକ୍ଷା

ଶ୍ରୀମତୀ ସଞ୍ଜୁ ନାଏକ ଓ ସ୍ଥାନୀୟ କାର୍ଯ୍ୟକର୍ତ୍ତାଗଣ ମଧ୍ୟ ଉପସ୍ଥିତ ଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande