ବହି ତ୍ରୁଟି ମାମଲାରେ ୩ ଜଣଙ୍କୁ ଅନ୍ତରୀଣ ସୁରକ୍ଷା
କଟକ/ଭୁବନେଶ୍ୱର, ୨୮ ଜୁଲାଇ (ହି.ସ)- ସ୍କୁଲ ପାଠ୍ୟପୁସ୍ତକ ତ୍ରୁଟି ମାମଲାରେ ଅଭିଯୁକ୍ତ ଥିବା ୩ ଜଣଙ୍କୁ ଅନ୍ତରୀଣ ସୁରକ୍ଷା ପ୍ରଦାନ କରିଛନ୍ତି ହାଇକୋର୍ଟ। ଆଗୁଆ ଜାମିନ୍ ଆବେଦନ କରିଥିବା ୩ ଜଣଙ୍କୁ ଅନ୍ତରୀଣ ସୁରକ୍ଷା ମିଳିଛି। ଅନ୍ତରୀଣ ସୁରକ୍ଷା ପାଇଥିବା ଅଭିଯୁକ୍ତମାନେ ହେଲେ ପ୍ରଲିପ୍ତା ମିଶ୍ର,
odisha high court


କଟକ/ଭୁବନେଶ୍ୱର, ୨୮ ଜୁଲାଇ (ହି.ସ)- ସ୍କୁଲ ପାଠ୍ୟପୁସ୍ତକ ତ୍ରୁଟି ମାମଲାରେ ଅଭିଯୁକ୍ତ ଥିବା ୩ ଜଣଙ୍କୁ ଅନ୍ତରୀଣ ସୁରକ୍ଷା ପ୍ରଦାନ କରିଛନ୍ତି ହାଇକୋର୍ଟ। ଆଗୁଆ ଜାମିନ୍ ଆବେଦନ କରିଥିବା ୩ ଜଣଙ୍କୁ ଅନ୍ତରୀଣ ସୁରକ୍ଷା ମିଳିଛି। ଅନ୍ତରୀଣ ସୁରକ୍ଷା ପାଇଥିବା ଅଭିଯୁକ୍ତମାନେ ହେଲେ ପ୍ରଲିପ୍ତା ମିଶ୍ର, ଦିଲ୍ଲୀପ ସାହୁ ଓ ଭାରତୀ ଟୁଡୁ। ଅଗଷ୍ଟ ୩ ତାରିଖରେ ମାମଲାର ପରବର୍ତୀ ଶୁଣାଣି ହେବ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande