କୁଣ୍ଡେଶ୍ୱର ମନ୍ଦିର କମିଟି ପକ୍ଷରୁ ଜିଲ୍ଲାପାଳଙ୍କୁ ସମ୍ବର୍ଦ୍ଧିତ
ଘଟଗାଁ ୩୦ ଜୁଲାଇ (ହି.ସ.) - କୁଣ୍ଡାପିଠା କୁଣ୍ଡେଶ୍ୱର ମନ୍ଦିରକୁ ଦୀର୍ଘ ୍ୱର୍ଷ ପରେ ଘଟଗାଁ ବ୍ଲକ ବିଡ଼ିଓ ଶ୍ରୀଯୁକ୍ତ ଖଗେଶ୍ୱର ବରାଳଙ୍କ ପ୍ରଚେଷ୍ଟାର୍ରେ ଜିଲ୍ଲାପ୍ରଶାସନ ପକ୍ଷରୁ ପ୍ରଥମ ଥର ପାଇଁ ବିଭିନ୍ନ ଉନୟନ ମୂଳକ କାର୍ଯ୍ୟ ନିମ୍ନନ୍ତେ ପଦକ୍ଷେପ କରି ଥିବାରୁ ମନ୍ଦିର କମିଟି ତଥା ଅଂଚଳର ଜନସାଧା
କୁଣ୍ଡେଶ୍ୱର ମନ୍ଦିର କମିଟି ପକ୍ଷରୁ ଜିଲ୍ଲାପାଳଙ୍କୁ ସମ୍ବର୍ଦ୍ଧିତ


ଘଟଗାଁ ୩୦ ଜୁଲାଇ (ହି.ସ.) - କୁଣ୍ଡାପିଠା କୁଣ୍ଡେଶ୍ୱର ମନ୍ଦିରକୁ ଦୀର୍ଘ ୍ୱର୍ଷ ପରେ ଘଟଗାଁ ବ୍ଲକ ବିଡ଼ିଓ ଶ୍ରୀଯୁକ୍ତ ଖଗେଶ୍ୱର ବରାଳଙ୍କ ପ୍ରଚେଷ୍ଟାର୍ରେ ଜିଲ୍ଲାପ୍ରଶାସନ ପକ୍ଷରୁ ପ୍ରଥମ ଥର ପାଇଁ ବିଭିନ୍ନ ଉନୟନ ମୂଳକ କାର୍ଯ୍ୟ ନିମ୍ନନ୍ତେ ପଦକ୍ଷେପ କରି ଥିବାରୁ ମନ୍ଦିର କମିଟି ତଥା ଅଂଚଳର ଜନସାଧାରଣଙ୍କ ମଧ୍ୟରେ ଖୁସିର ଲହରୀ ଖେଳି ଯାଇଛି ମନ୍ଦିର କମିଟି ର ସଦସ୍ୟ ମାନେ ଘଟଗାଁ ବିଡ଼ିଓ ବରାଳଙ୍କୁ ଶୁଭେଚ୍ଛା ଜଣାଇବା ସହିତ କେନ୍ଦୁଝର ଜିଲ୍ଲାପାଳ ବିଶାଲ ସିଂ (ଆଇଏସ)ଙ୍କୁ କମିଟିର କର୍ମ କର୍ତାମାନେ ପୁଷ୍ପଗୁଚ୍ଛ ଉତରୀୟ ଓ ଉପ ଢୌକନ ଦେଇସମ୍ବର୍ଦ୍ଧିତ କରି ଛନ୍ତି!ଏହି ଅବ ସରରେ କୁକୁର କଟା ନଦୀ ରେ ସ୍ଥାୟୀ ପୋଲ ନିର୍ମାଣ କୁଣ୍ଡେଶ୍ୱରମନ୍ଦିରକୁ ଆଲୋକୀ କରଣ ଓ ମନ୍ଦିର ପରିସରରେ ଏକ କଲ୍ୟାଣ ମଣ୍ଡପ ନିର୍ମାଣ କରିବାକୁ ମନ୍ଦିର ପ୍ରତିଷ୍ଠାତା ବିଜୟ କୁମାର ପଲେଇ ଜିଲ୍ଲାପାଳଙ୍କୁ ଅନୁରୋଧ କରିଛନ୍ତି । ରାମଚନ୍ଦ୍ର ନାଏ କ ଯଶୋବନ୍ତ ନାୟକ ଶ୍ରୀକାନ୍ତ ମହନ୍ତ ଦିଲୁ ବହାଦୁର ରାଧା ମୁଣ୍ଡା ଦିବ୍ୟଜିତ ପଲେଇ ସୁନୀଲ ପଇଦା ପିଂଟୁ ନାୟକ ସୁକୁରା ମୁଣ୍ଡା ଓ କୁଣ୍ଡେଶ୍ୱର ବାହୀନିର ସଦସ୍ୟ ମାନେ ଜିଲ୍ଲାପାଳଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ଘନଶ୍ୟାମ


 rajesh pande