ଭଟ୍ଟାରିକା ମନ୍ଦିର ଭିତରେ ୫ ଫୁଟ୍ ବନ୍ୟାଜଳ ପ୍ରବାହିତ
ଭୁବନେଶ୍ୱର, 30 ଜୁଲାଇ (ହି.ସ.)- ବଡ଼ମ୍ବାର ଭଟ୍ଟାରିକା ମନ୍ଦିର ଗର୍ଭଗୃହରେ ପଶିଲା ବନ୍ୟାପାଣି । ଭଟ୍ଟାରିକା ମନ୍ଦିର ଭିତରେ ୫ ଫୁଟ୍ ବନ୍ୟାଜଳ ପ୍ରବାହିତ ହେଉଛି । ରତ୍ନଗିରି ପାହାଡ଼ ଉପର ସର ଘରକୁ ଦେବୀ ଭଟ୍ଟାରିକା ସ୍ଥାନାନ୍ତର କରାଯାଇଛି । ---------------
ଭଟ୍ଟାରିକା ମନ୍ଦିର ଭିତରେ ୫     ଫୁଟ୍ ବନ୍ୟାଜଳ ପ୍ରବାହିତ


ଭୁବନେଶ୍ୱର, 30 ଜୁଲାଇ (ହି.ସ.)- ବଡ଼ମ୍ବାର

ଭଟ୍ଟାରିକା ମନ୍ଦିର ଗର୍ଭଗୃହରେ ପଶିଲା ବନ୍ୟାପାଣି । ଭଟ୍ଟାରିକା ମନ୍ଦିର ଭିତରେ ୫ ଫୁଟ୍ ବନ୍ୟାଜଳ

ପ୍ରବାହିତ ହେଉଛି । ରତ୍ନଗିରି ପାହାଡ଼ ଉପର ସର ଘରକୁ ଦେବୀ ଭଟ୍ଟାରିକା ସ୍ଥାନାନ୍ତର କରାଯାଇଛି

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande