ବନ୍ୟାଂଚଳରୁ ଗର୍ଭବତୀ ମହିଳାଙ୍କୁ ସୁରକ୍ଷିତ ଉଦ୍ଧାର
ଭୁବନେଶ୍ୱର, 30 ଜୁଲାଇ (ହି.ସ.)-ବାଲେଶ୍ୱର ଅଗ୍ନିଶମ ସେବା ବାହିନୀ ଭାଗୀରଥୀପୁର ଗ୍ରାମରୁ ଜଣେ ଗର୍ଭବତୀ ମହିଳାଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରି ତୁରନ୍ତ ନିକଟସ୍ଥ ଡାକ୍ତରଖାନାକୁ ସ୍ଥାନାନ୍ତର କରିଛନ୍ତି। ଆଶା କର୍ମୀ ଏବଂ ତାଙ୍କ ପରିବାର ସଦସ୍ୟମାନଙ୍କ ସହଯୋଗରେ ପ୍
ବନ୍ୟାଂଚଳରୁ ଗର୍ଭବତୀ     ମହିଳାଙ୍କୁ ସୁରକ୍ଷିତ ଉଦ୍ଧାର


ଭୁବନେଶ୍ୱର, 30 ଜୁଲାଇ (ହି.ସ.)-ବାଲେଶ୍ୱର

ଅଗ୍ନିଶମ ସେବା ବାହିନୀ ଭାଗୀରଥୀପୁର ଗ୍ରାମରୁ ଜଣେ ଗର୍ଭବତୀ ମହିଳାଙ୍କୁ ସୁରକ୍ଷିତ ଭାବେ

ଉଦ୍ଧାର କରି ତୁରନ୍ତ ନିକଟସ୍ଥ ଡାକ୍ତରଖାନାକୁ ସ୍ଥାନାନ୍ତର କରିଛନ୍ତି। ଆଶା କର୍ମୀ ଏବଂ ତାଙ୍କ

ପରିବାର ସଦସ୍ୟମାନଙ୍କ ସହଯୋଗରେ ପ୍ରତିକୂଳ ବନ୍ୟା ପରିସ୍ଥିତି ମଧ୍ୟରେ ତାଙ୍କୁ ଠିକ୍ ସମୟରେ

ଆବଶ୍ୟକ ଚିକିତ୍ସା ସେବା ଯୋଗାଇ ଦିଆଯାଇଛି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande