ସ୍ୱାଧୀନତା ସଂଗ୍ରାମୀ ସହିଦ ସର୍ଦ୍ଦାର ଉଦ୍ଧମ ସିଂଙ୍କ ବଳିଦାନ ଦିବସରେ ତାଙ୍କୁ ଶ୍ରଦ୍ଧାଂଜଳି ଜ୍ଞାପନ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, 31 ଜୁଲାଇ (ହି.ସ)- ସ୍ୱାଧୀନତା ସଂଗ୍ରାମୀ ସହିଦ ସର୍ଦ୍ଦାର ଉଦ୍ଧମ ସିଂଙ୍କ ବଳିଦାନ ଦିବସରେ ତାଙ୍କୁ ଶ୍ରଦ୍ଧାଂଜଳି ଜ୍ଞାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏନେଇ ସୋସିଆଲ ମିଡିଆ ଏକ୍ସରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ମହାନ ସ୍ୱାଧୀନତା ସ
ସ୍ୱାଧୀନତା ସଂଗ୍ରାମୀ ସହିଦ     ସର୍ଦ୍ଦାର ଉଦ୍ଧମ ସିଂଙ୍କ ବଳିଦାନ ଦିବସରେ ତାଙ୍କୁ ଶ୍ରଦ୍ଧାଂଜଳି ଜ୍ଞାପନ କଲେ ମୁଖ୍ୟମନ୍ତ୍ରୀ


ଭୁବନେଶ୍ୱର, 31 ଜୁଲାଇ

(ହି.ସ)- ସ୍ୱାଧୀନତା ସଂଗ୍ରାମୀ ସହିଦ ସର୍ଦ୍ଦାର ଉଦ୍ଧମ ସିଂଙ୍କ ବଳିଦାନ ଦିବସରେ ତାଙ୍କୁ

ଶ୍ରଦ୍ଧାଂଜଳି ଜ୍ଞାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏନେଇ ସୋସିଆଲ ମିଡିଆ

ଏକ୍ସରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ମହାନ ସ୍ୱାଧୀନତା ସଂଗ୍ରାମୀ ସହିଦ ସର୍ଦ୍ଦାର ଉଦ୍ଧମ

ସିଂଙ୍କ ବଳିଦାନ ଦିବସରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି । ଦେଶର ସ୍ୱାଧୀନତା ପାଇଁ ତାଙ୍କର ଅଦମ୍ୟ

ସାହସ,

ଅଟଳ ଦେଶପ୍ରେମ ଓ ସର୍ବୋଚ୍ଚ ବଳିଦାନ ସର୍ବଦା ଆମକୁ ରାଷ୍ଟ୍ରସେବା ଓ

ଦେଶଭକ୍ତିର ପଥରେ ପ୍ରେରଣା ଯୋଗାଇବ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande