ମଦ ବିରୋଧରେ ଯୁଗ୍ମ ଚଢ଼ଉ, ୧୫୦ ଲିଟର ପୋଚ ଓ ୨୦ ଲିଟର ଦେଶୀ ମଦ ଜବତ
ଗଞ୍ଜାମ, ୩୧ ଜୁଲାଇ (ହି.ସ.)- ଜରଡ଼ା ପୋଲିସ ଓ ଏକ୍ସାଇଜ୍ ବିଭାଗ ମିଳିତ ଭାବେ ଠାଣାଗାଁ ଗାଁରେ ଚଢ଼ଉ କରିଛି। ଚଢ଼ଉ ସମୟରେ ଅଭିଯୁକ୍ତ ଦମ୍ବୁରୁ ପ୍ରଧାନ (୬୧), ପିତା ଈଶ୍ୱର ପ୍ରଧାନ, ଠାଣାଗାଁ ର ଘରୁ ୧୫୦ ଲିଟର ପୋଚ ଓ ୨୦ ଲିଟର ଦେଶୀ ମଦ ଜବତ କରାଯାଇଛି। ସମସ୍ତ ମଦ ଓ ପୋଚକୁ ଘଟଣାସ୍ଥଳରେ ନଷ୍ଟ କରି
Qeeeeqweeryy


ଗଞ୍ଜାମ, ୩୧ ଜୁଲାଇ (ହି.ସ.)- ଜରଡ଼ା ପୋଲିସ ଓ ଏକ୍ସାଇଜ୍ ବିଭାଗ ମିଳିତ ଭାବେ ଠାଣାଗାଁ ଗାଁରେ ଚଢ଼ଉ କରିଛି। ଚଢ଼ଉ ସମୟରେ ଅଭିଯୁକ୍ତ ଦମ୍ବୁରୁ ପ୍ରଧାନ (୬୧), ପିତା ଈଶ୍ୱର ପ୍ରଧାନ, ଠାଣାଗାଁ ର ଘରୁ ୧୫୦ ଲିଟର ପୋଚ ଓ ୨୦ ଲିଟର ଦେଶୀ ମଦ ଜବତ କରାଯାଇଛି। ସମସ୍ତ ମଦ ଓ ପୋଚକୁ ଘଟଣାସ୍ଥଳରେ ନଷ୍ଟ କରି ଦିଆଯାଇଛି। ଏନେଇ ଅଭିଯୁକ୍ତଙ୍କ ବିରୁଦ୍ଧରେ ଜରଡ଼ା ଥାନାରେ ମାମଲା ରୁଜୁ କରାଯାଇଛି। ତଦନ୍ତ ଜାରି ରହିଛି।

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande