ବନ୍ୟା ପୀଡିତଙ୍କୁ ସରକାରୀ ସୁବିଧା ଯୋଗାଇଦେବାକୁ ବିଡିଓଙ୍କ ସହ ଆଲୋଚନା କଲେ ଇଂ ପ୍ରୟାସକାନ୍ତି ସାମଲ
ଭଦ୍ରକ, ୩୧ ଜୁଲାଇ (ହି.ସ.) - ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀ ବନ୍ତ ବ୍ଲକ କାର୍ଯ୍ୟାଳୟରେ ଚଳିତ ବନ୍ୟାରେ ପୀଡ଼ିତ ଥିବା ଲୋକ ମାନଙ୍କୁ ସମସ୍ତ ସରକାରୀ ସୁବିଧା ଓ ବନ୍ୟା ପରବର୍ତୀ ସମୟରେ ଲୋକମାନଙ୍କୁ ସମସ୍ତ ସୁବିଧାରେ ସହଯୋଗ କରିବା ପାଇଁ ଇଂ ପ୍ରୟାସ କାନ୍ତି ସାମଲ ସ୍ଥାନୀୟ ବିଡିଓଙ୍କ ସହିତ ଆଲୋଚ
PRAYASKANTI SAMAL DISCUSSION WITH BDO


ଭଦ୍ରକ, ୩୧ ଜୁଲାଇ (ହି.ସ.) - ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀ ବନ୍ତ ବ୍ଲକ କାର୍ଯ୍ୟାଳୟରେ ଚଳିତ ବନ୍ୟାରେ ପୀଡ଼ିତ ଥିବା ଲୋକ ମାନଙ୍କୁ ସମସ୍ତ ସରକାରୀ ସୁବିଧା ଓ ବନ୍ୟା ପରବର୍ତୀ ସମୟରେ ଲୋକମାନଙ୍କୁ ସମସ୍ତ ସୁବିଧାରେ ସହଯୋଗ କରିବା ପାଇଁ ଇଂ ପ୍ରୟାସ କାନ୍ତି ସାମଲ ସ୍ଥାନୀୟ ବିଡିଓଙ୍କ ସହିତ ଆଲୋଚନା କରିଥିଲେ। ଏଥିରେ ବ୍ଲକ ଚେୟାରମେନ ମନୋରଞ୍ଜନ ଘଡେଇ, ବନ୍ତ ମଣ୍ଡଳ ସଭାପତି ତଥା ଛୟାଳସିଂ ପଂଚାୟତ ସରପଂଚ ସନ୍ତୋଷ ନାୟକ,ବନ୍ତ ପଂଚାୟତ ସମିତିସଭ୍ୟ ପରମେଶ୍ୱର ବାରିକ, ମହାନ୍ତି ପଡା ପଂଚାୟତ ସମିତିସଭ୍ୟ ନିର୍ମଳ ନାୟକ, ବିଟି ପୁର ପଂଚାୟତ ସମିତି ସଭ୍ୟ ବସନ୍ତ ପତି, ଗୋବିନ୍ଦପୁର ପଂଚାୟତ ସରପଂଚଙ୍କ ପ୍ରତିନିଧି ଭାବେନ୍ଦ୍ର ସାହୁ, ଗଣିଜାଙ୍ଗ ପଂଚାୟତ ସମିତିସଭ୍ୟ ମନୋରଂଜନ ସେଠୀ ଙ୍କ ସମେତ ବ୍ଲକ ସ୍ତରୀୟ ନେତୃତ୍ୱ ଉପସ୍ଥିତ ଥିଲେ।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande