ସ୍ୱାଧୀନତା ସଂଗ୍ରାମୀ ଉଧମ ସିଂଙ୍କ ସ୍ମରଣ କଲେ ଦୁଇ ଉପମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, 31 ଜୁଲାଇ (ହି.ସ.)- ସ୍ୱାଧୀନତା ସଂଗ୍ରାମୀ ଉଧମ ସିଂଙ୍କ ସ୍ମୃତିଚାରଣ କରିଛନ୍ତି ଦୁଇ ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ ଓ ପ୍ରଭାତି ପରିଡା। ଏନେଇ ସୋସିଆଲ ମିଡିଆ ଏକ୍ସରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ କହିଛନ୍ତି ଯେ, ମା'' ଭାରତୀଙ୍କ ଅମର ସପୁତ,
ସ୍ୱାଧୀନତା ସଂଗ୍ରାମୀ ଉଧମ ସିଂଙ୍କ ସ୍ମରଣ କଲେ ଦୁଇ     ଉପମୁଖ୍ୟମନ୍ତ୍ରୀ


ଭୁବନେଶ୍ୱର, 31 ଜୁଲାଇ (ହି.ସ.)- ସ୍ୱାଧୀନତା ସଂଗ୍ରାମୀ ଉଧମ ସିଂଙ୍କ ସ୍ମୃତିଚାରଣ

କରିଛନ୍ତି ଦୁଇ ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ ଓ ପ୍ରଭାତି ପରିଡା। ଏନେଇ ସୋସିଆଲ ମିଡିଆ

ଏକ୍ସରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ କହିଛନ୍ତି ଯେ, ମା'

ଭାରତୀଙ୍କ ଅମର ସପୁତ, ମହାନ ବିପ୍ଳବୀ

ଶହୀଦ ସରଦାର ଉଧମ ସିଂହଙ୍କ ପୁଣ୍ୟତିଥି ଅବସରରେ ତାଙ୍କୁ ବିନମ୍ର ଶ୍ରଦ୍ଧାଞ୍ଜଳି।

ପ୍ରଭାତି ପରିଡା କହିଛନ୍ତି ଯେ, ମହାନ କ୍ରାନ୍ତିକାରୀ ଅମର ଶହୀଦ

ସର୍ଦ୍ଦାର ଉଦ୍ଧମ ସିଂହଙ୍କ ବଳିଦାନ ଦିବସରେ ବିନମ୍ର ଶ୍ରଦ୍ଧାଞ୍ଜଳି ଜଣାଉଛି । ତାଙ୍କ

ଦେଶପ୍ରେମ ଏବଂ ଅଦମ୍ୟ ସାହସ ଚିରକାଳ ପ୍ରେରଣାଦାୟୀ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande