ଆନ୍ତଃରାଜ୍ୟ ନିଶା ଚାଲାଣ ରାକେଟ୍ ପର୍ଦ୍ଦାଫାସ
ଭୁବନେଶ୍ୱର, 31 ଜୁଲାଇ (ହି.ସ.)- ଆନ୍ତଃରାଜ୍ୟ ନିଶା ଚାଲାଣ ରାକେଟ୍ ପର୍ଦ୍ଦାଫାସ । ଗଜପତି ଜିଲ୍ଲାରୁ ଦିଲ୍ଲୀକୁ ହେଉଥିବା ଏକ ବଡ଼ ଧରଣର ଆନ୍ତଃରାଜ୍ୟ ଗଞ୍ଜେଇ ଚାଲାଣ ଉଦ୍ୟମକୁ ଏସଟିଏଫ ସଫଳତାର ସହ ପଣ୍ଡ କରିଛି । ଚାଉଳ ଟ୍ରକ୍ରେ ଲୁଚିଥିଲା ଗଞ୍ଜେଇ । ଯା
ଆନ୍ତଃରାଜ୍ୟ ନିଶା ଚାଲାଣ     ରାକେଟ୍ ପର୍ଦ୍ଦାଫାସ


ଭୁବନେଶ୍ୱର, 31 ଜୁଲାଇ (ହି.ସ.)- ଆନ୍ତଃରାଜ୍ୟ

ନିଶା ଚାଲାଣ ରାକେଟ୍ ପର୍ଦ୍ଦାଫାସ । ଗଜପତି ଜିଲ୍ଲାରୁ ଦିଲ୍ଲୀକୁ ହେଉଥିବା ଏକ ବଡ଼ ଧରଣର

ଆନ୍ତଃରାଜ୍ୟ ଗଞ୍ଜେଇ ଚାଲାଣ ଉଦ୍ୟମକୁ ଏସଟିଏଫ ସଫଳତାର

ସହ ପଣ୍ଡ କରିଛି । ଚାଉଳ ଟ୍ରକ୍ରେ ଲୁଚିଥିଲା ଗଞ୍ଜେଇ ।

ଯାଞ୍ଚରୁ ବଞ୍ଚିବା ପାଇଁ ଚାଉଳ ବୋଝେଇ ଟ୍ରକ୍ ଭିତରେ ଅତ୍ୟନ୍ତ ଚତୁରତାର ସହ ଗଞ୍ଜେଇ ଗୁଡ଼ିକୁ

ଲୁଚାଯାଇ ଚାଲାଣ କରାଯାଉଥିଲା । ଖୋର୍ଦ୍ଧା ପିତାପଲ୍ଲୀ ନିକଟରେ ଗାଡିକୁ ଜବତ କରାଯାଇଥିବା ବେଳେ

୫ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ସ୍ପେଶାଲ ଟାସ୍କଫୋର୍ସ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande