
ଭୁବନେଶ୍ୱର, 31 ଜୁଲାଇ (ହି.ସ.)- ଅଲ୍ ଓଡ଼ିଶା
ମେଡିକାଲ୍ ପିଜିପରୀକ୍ଷା ପେପର୍ ଲିକ୍ ଘଟଣା । ଏମକେସିଜିରେ ବରିଷ୍ଠ ଅଧ୍ୟାପକଙ୍କୁ ନେଇ ୫ ଜଣିଆ କମିଟି
ଗଠନ କରାଯାଇଛି । ଘଟଣାର ଅଧିକ ତଦନ୍ତ ପାଇଁ ୫ ଜଣିଆ କମିଟି ଗଠନ ହୋଇଥିବା ସୂଚନା ମିଳିଛି । ଘଟଣାର
ତଦନ୍ତ କରି ୭୨ ଘଣ୍ଟା ଭିତରେ କମିଟି ରିପୋର୍ଟ ଦେବ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା