ଘଟଗାଁ ବିଜେପି ମଣ୍ଡଳର ଭବ୍ୟ ତ୍ରିରଙ୍ଗା ଯାତ୍ରା
ଘଟଗାଁ୧୩ ଅଗଷ୍ଟ (ହିସ ) - କେନ୍ଦୁଝର ଜିଲ୍ଲା ଘଟଗାଁ ବିଜେପି ମଣ୍ଡଳର ଏକ ଭବ୍ୟ ତ୍ରିରଙ୍ଗା ଯାତ୍ରା ଅନୁଷ୍ଠିତ ହୋଇ ଯାଇଛି । ଏହିଯାତ୍ରାରେ ବିଧାୟକ ପ୍ରାଥୀ ଡ଼କ୍ଟର ଶମ୍ଭୁନାଥ ରାଉତ ସାଂସଦ ପ୍ରତିନିଧି ଅଖିଳକୁମାର ପାତ୍ର ମଣ୍ଡଳ ସଭାପତି ରବି ନାରାୟଣ ଦେହୁରୀ ପ୍ରଭାରୀ ଇନ୍ଦ୍ର ମଣି ମହନ୍ତ ଜିଲ୍ଲା ସମ
ଘଟଗାଁ ବିଜେପି ମଣ୍ଡଳର ଭବ୍ୟ ତ୍ରିରଙ୍ଗା ଯାତ୍ରା


ଘଟଗାଁ୧୩ ଅଗଷ୍ଟ (ହିସ ) - କେନ୍ଦୁଝର ଜିଲ୍ଲା ଘଟଗାଁ ବିଜେପି ମଣ୍ଡଳର ଏକ ଭବ୍ୟ ତ୍ରିରଙ୍ଗା ଯାତ୍ରା ଅନୁଷ୍ଠିତ ହୋଇ ଯାଇଛି । ଏହିଯାତ୍ରାରେ ବିଧାୟକ ପ୍ରାଥୀ ଡ଼କ୍ଟର ଶମ୍ଭୁନାଥ ରାଉତ ସାଂସଦ ପ୍ରତିନିଧି ଅଖିଳକୁମାର ପାତ୍ର ମଣ୍ଡଳ ସଭାପତି ରବି ନାରାୟଣ ଦେହୁରୀ ପ୍ରଭାରୀ ଇନ୍ଦ୍ର ମଣି ମହନ୍ତ ଜିଲ୍ଲା ସମ୍ପାଦିକା ଅନ୍ନ ପୂର୍ଣ୍ଣା ଦେହୁରୀ ରାଜେନ୍ଦ୍ର ପଟ୍ଟନାୟକ ଗୋଲକ ବଳ ମକର ଧ୍ୱବ ବେହେରା ସଞ୍ଜୟ କୁମାରମିଶ୍ର ଉପେନ୍ଦ୍ର ଦାସ ରତନ ପଲେଇ ଶରତ ବେଜ ସରପଂଚ ଯମୁନା ମୁଣ୍ଡା ପ୍ରମୁଖ ସମସ୍ତ କାର୍ଯ୍ୟକାରୀ ମା ଓ ଭଉଣୀ ମାନେ ବଜାର ପରିକ୍ରମା କରି ଏହି ଐତିହାସିକ ମୁହୂର୍ତରେ ଅଂଶୀଦାର ହୋଇ ଥିଲେ ।

ହିନ୍ଦୁସ୍ଥାନ ସମାଚାର / ଘନଶ୍ୟାମ


 rajesh pande