ସଂଘ ପ୍ରଚାର ପ୍ରମୁଖ  ଦେବ ରାଜ ପଧାନ ବିଦ୍ୟୁତ୍ ସମ୍ପର୍କରେ ଆସି ପରଲୋକ
ବଲାଙ୍ଗିର, 14 ଅଗଷ୍ଟ (ହି.ସ. ଦେଓଗାଁ ଖଣ୍ଡ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ପ୍ରଚାର ପ୍ରମୁଖ ଦେବ ରାଜ ପଧାନ ଙ୍କ ଶୁକ୍ରବାର ଦିନ ମାତ୍ର ୨୯ ବର୍ଷ ବୟସ ରେ ବିଦ୍ୟୁତ୍ ସମ୍ପର୍କରେ ମୃତ୍ୟୁ ହୋଇ ଯାଇଛି। ସେ ଜନସ୍ୱାସ୍ଥ୍ୟ ବିଭାଗ ରେ ବିଦ୍ୟୁତ କାମ ଲୁହା ସିଡି ରେ କରୁଥିବା ବେଳେ କରେଣ୍ଟ ଲଗି ପଡ଼ି ଯାଇ
ସଂଘ ପ୍ରଚାର ପ୍ରମୁଖ   ଦେବ ରାଜ ପଧାନ ବିଦ୍ୟୁତ୍ ସମ୍ପର୍କରେ ଆସି  ପରଲୋକ


ବଲାଙ୍ଗିର, 14 ଅଗଷ୍ଟ (ହି.ସ.

ଦେଓଗାଁ ଖଣ୍ଡ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ପ୍ରଚାର ପ୍ରମୁଖ ଦେବ ରାଜ ପଧାନ ଙ୍କ ଶୁକ୍ରବାର ଦିନ ମାତ୍ର ୨୯ ବର୍ଷ ବୟସ ରେ ବିଦ୍ୟୁତ୍ ସମ୍ପର୍କରେ ମୃତ୍ୟୁ ହୋଇ ଯାଇଛି। ସେ ଜନସ୍ୱାସ୍ଥ୍ୟ ବିଭାଗ ରେ ବିଦ୍ୟୁତ କାମ ଲୁହା ସିଡି ରେ କରୁଥିବା ବେଳେ କରେଣ୍ଟ ଲଗି ପଡ଼ି ଯାଇ ପ୍ରାଣ ତ୍ୟାଗ କରିଛନ୍ତି। ଦେଓଗାଁ ଉପର ଝର ଗ୍ରାମର ମୂଳ ବାସିନ୍ଦା ଆଇ ଟି ଆଇ ପଢ଼ା ଶେଷ କରି କାମ କରୁଥିଲେ। ଏହି ଘଟଣା ପରେ ହସ୍ପିଟାଲ ନେଇ ଥିବା ବେଳେ ଡାକ୍ତର ମୃତ ଘୋଷଣା କରିଛନ୍ତି। ସେ ଜଣେ ସ୍ୱୟଂ ସେବି ଭାବରେ ଅନେକ କାମ କରି ସମସ୍ତଙ୍କ ପ୍ରିୟ ଥିଲେ। ମୃତ୍ୟୁ ଖବର ପାଇଲା ପରେ ଶୋକର ର ଛାୟା ଖେଳିଯାଇଛି।

---------------

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande