ମଦ ଜବତ ବେପାରୀ ଗିରଫ
କୋରାଇ, ୧୩ ଅଗଷ୍ଟ(ହି.ସ.) – ଚୋରା ମଦ ବିକ୍ରିର ଖବର ପାଇବା ମାତ୍ରେ ପାଣିକୋଇଲି ପୁଲିସ କ୍ରମାଗତ ଚଢ଼ାଉ କରୁଥିବାବେଳେ ପଥରପଦା ପଂଚାୟତ ଓଚିନ୍ଦା ଛକରେ ବେଆଇନ ଚୋରା ଦେଶୀ ମଦର ଖବର ପାଇ ଚଢ଼ାଉ କରିଥିଲା । ଚଢ଼ାଉ ସମୟରେ ତାଜପୁର ଗ୍ରାମର ପ୍ରମୋଦ ପରିଡ଼ା(୩୪)କୁ ଧରିବାରୁ ତା’ ନିକଟରୁ ୯ଟି ଆସ୍କା ଫର୍ଟି(
ମଦ ଜବତ ବେପାରୀ ଗିରଫ


କୋରାଇ, ୧୩ ଅଗଷ୍ଟ(ହି.ସ.) – ଚୋରା ମଦ ବିକ୍ରିର ଖବର ପାଇବା ମାତ୍ରେ ପାଣିକୋଇଲି ପୁଲିସ କ୍ରମାଗତ ଚଢ଼ାଉ କରୁଥିବାବେଳେ ପଥରପଦା ପଂଚାୟତ ଓଚିନ୍ଦା ଛକରେ ବେଆଇନ ଚୋରା ଦେଶୀ ମଦର ଖବର ପାଇ ଚଢ଼ାଉ କରିଥିଲା । ଚଢ଼ାଉ ସମୟରେ ତାଜପୁର ଗ୍ରାମର ପ୍ରମୋଦ ପରିଡ଼ା(୩୪)କୁ ଧରିବାରୁ ତା’ ନିକଟରୁ ୯ଟି ଆସ୍କା ଫର୍ଟି(୧ଲିଟର୮୦୦) ମଦ ଜବତ କରିଥିଲା। ଏନେଇ ଏକ ମାମଲା ରୁଜ୍ଜୁ କରିବା ସହ ତାକୁ ଗିରଫ କରାଯାଇଥିବା ପୁଲିସ ସୂତ୍ରରୁ ପ୍ରକାଶ।

.......................................

ହିନ୍ଦୁସ୍ଥାନ ସମାଚାର / ବୀଣାପାଣି


 rajesh pande