ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକରେ ମନରେଗା ଓ ସମଗ୍ର ଶିକ୍ଷା ସାମାଜିକ ସମୀକ୍ଷା ଜନଶୁଣାଣି
ମନରେଗା ଓ ସମଗ୍ର ଶିକ୍ଷା ସାମାଜିକ ସମୀକ୍ଷା ଜନଶୁଣାଣି
ମନରେଗା ଓ ସମଗ୍ର ଶିକ୍ଷା ସାମାଜିକ ସମୀକ୍ଷା ଜନଶୁଣାଣି

ମନରେଗା ଓ ସମଗ୍ର ଶିକ୍ଷା ସାମାଜିକ ସମୀକ୍ଷା ଜନଶୁଣାଣି

ମନରେଗା ଓ ସମଗ୍ର ଶିକ୍ଷା ସାମାଜିକ ସମୀକ୍ଷା ଜନଶୁଣାଣି

ମନରେଗା ଓ ସମଗ୍ର ଶିକ୍ଷା ସାମାଜିକ ସମୀକ୍ଷା ଜନଶୁଣାଣି

ସମ୍ବଲପୁର, ୧୩, ଅଗଷ୍ଟ (ହି.ସ.) - ଲକ୍ଷେଶ୍ୱର ବ୍ଲକ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଗୁରୁବାର ମନରେଗା ଓ ସମଗ୍ର ଶିକ୍ଷା ଅଭିଯାନର ବ୍ଲକସ୍ତରୀୟ ସାମାଜିକ ସମୀକ୍ଷା ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଛି। ଓଡ଼ିଶା ସାମାଜିକ ସମୀକ୍ଷା, ଉତରଦାୟିତ୍ୱ ଓ ସଚେତନତା ସମିତି ଏବଂ ପଂଚାୟତିରାଜ ବିଭାଗର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି ଶିବିରରେ ଅଧିକାରୀମାନେ ବିଭିନ୍ନ ଅଭିଯୋଗ ଶୁଣିବା ସହ ଯୋଜନାଗୁଡ଼ିକର କାର୍ଯ୍ୟକାରିତା ସମୀକ୍ଷା କରିଥିଲେ। ବିଡିଓ ଆକାଶ ରଞ୍ଜନ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶିବିରରେ ତହସିଲଦାର ଅମର ଯଶପ୍ରିତ୍ ଡୁମଡୁମ, ଏଡିବିଓ ପ୍ରଜ୍ଞା ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ। ବିଭିନ୍ନ ପଂଚାୟତର ବିଓ, ବିଆର୍ଟି, ଗ୍ରାମସାଥୀ ଓ ବିଦ୍ୟାଳୟର ପ୍ରଧାନଶିକ୍ଷକମାନେ ମଧ୍ୟ ଶିବିରରେ ଯୋଗଦେଇଥିଲେ।

ହିନ୍ଦୁସ୍ଥାନ ସମାଚାର / ଶୈଳେଶ

 rajesh pande