
କେନ୍ଦୁଝର, ୧୩ ଅଗଷ୍ଟ (ହି.ସ.) - ମନ୍ଦିର ଟ୍ରଷ୍ଟକୁ ଅନୁରୋଧ କରାଯାଇଛି ଯେ ପ୍ରବେଶ ଦ୍ୱାରରେ ପୋଷାକ ସମ୍ପରିକ୍ତ ସ୍ପଷ୍ଠ ନିର୍ଦେଶାବଳି ପ୍ରଦର୍ଶନ କରିବା ସହ ଆବଶ୍ୟକ ହେଲେ ସଚେତନତା ମୂଳକ ପଦକ୍ଷପ ନିଆ ଗଲେ ମନ୍ଦିରର ମର୍ଯ୍ୟାଦା ଓ ପବିତ୍ରତା ଆକ୍ଷୁର୍ଣ ରହିପାରିବ ବୋଲି ସାଧର ଣରେ ଦାବି ହୋଇଛି ।
---------------
ହିନ୍ଦୁସ୍ଥାନ ସମାଚାର / ଘନଶ୍ୟାମ