
ଭୁବନେଶ୍ୱର, 13 ଅଗଷ୍ଟ (ହି.ସ.)- ରାଣୀ
ଅହିଲ୍ୟାବାଇ ହୋଲକରଙ୍କ ପୁଣ୍ୟତିଥିରେ ତାଙ୍କୁ ନମନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
। ଏନେଇ ସୋସିଆଲ ମିଡିଆ ଏକ୍ସରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଲୋକମାତା ପୁଣ୍ୟଶ୍ଳୋକା ରାଣୀ
ଅହିଲ୍ୟାବାଇ ହୋଲକରଙ୍କ ପୁଣ୍ୟତିଥିରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି। ତାଙ୍କର ତ୍ୟାଗ, ସେବା ଓ ଲୋକକଲ୍ୟାଣମୂଳକ କାର୍ଯ୍ୟ ସଦା ସମସ୍ତଙ୍କୁ ପ୍ରେରଣା
ଯୋଗାଇବ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା