‘ଲୋକମାତା’ ଅହଲ୍ୟାବାଈ ହୋଲକରଙ୍କୁ ନମନ କଲେ ଜୁଏଲ ଓରାମ
ଭୁବନେଶ୍ୱର, 13 ଅଗଷ୍ଟ (ହି.ସ.)- ‘ଲୋକମାତା’ ଅହଲ୍ୟାବାଈ ହୋଲକରଙ୍କୁ ପୁଣ୍ୟତିଥିରେ ତାଙ୍କୁ ନମନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ । ଏନେଇ ସୋସିଆଲ ମିଡିଆ ଏକ୍ସରେ କେନ୍ଦ୍ରମନ୍ତ୍ରୀ ଏକ ବାର୍ତ୍ତା ସେୟାର କରି କହିଛନ୍ତି ଯେ, ଭାରତୀୟ ସଂସ୍କୃତିର ଅନନ୍ୟ ଉପାସ
‘ଲୋକମାତା’ ଅହଲ୍ୟାବାଈ     ହୋଲକରଙ୍କୁ ନମନ କଲେ ଜୁଏଲ ଓରାମ


ଭୁବନେଶ୍ୱର, 13 ଅଗଷ୍ଟ (ହି.ସ.)- ‘ଲୋକମାତା’

ଅହଲ୍ୟାବାଈ ହୋଲକରଙ୍କୁ ପୁଣ୍ୟତିଥିରେ ତାଙ୍କୁ ନମନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ।

ଏନେଇ ସୋସିଆଲ ମିଡିଆ ଏକ୍ସରେ କେନ୍ଦ୍ରମନ୍ତ୍ରୀ ଏକ ବାର୍ତ୍ତା ସେୟାର କରି କହିଛନ୍ତି ଯେ, ଭାରତୀୟ

ସଂସ୍କୃତିର ଅନନ୍ୟ ଉପାସିକା ତଥା ମହାନ ବୀରାଙ୍ଗନା ‘ଲୋକମାତା’ ଅହଲ୍ୟାବାଈ ହୋଲକରଙ୍କ

ପୁଣ୍ୟତିଥି ଅବସରରେ ତାଙ୍କୁ କୋଟି କୋଟି ପ୍ରଣାମ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande