
ଭୁବନେଶ୍ୱର, 13 ଅଗଷ୍ଟ (ହି.ସ.)- ଅହଲ୍ୟାବାଇ
ହୋଲକରଙ୍କ ପୁଣ୍ୟତିଥିରେ ତାଙ୍କୁ ଶ୍ରଦ୍ଧାଜଂଳି ଜ୍ଞାପନ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି
ପରିଡା । ଏନେଇ ସୋସିଆଲ ମିଡିଆ ଏକ୍ସରେ ପ୍ରଭାତି ପରିଡା କହିଛନ୍ତି ଯେ, ସୁଶାସନ ଓ
ଲୋକକଲ୍ୟାଣର ଅନନ୍ୟ ପ୍ରତୀକ ଅହଲ୍ୟାବାଇ ହୋଲକରଙ୍କ ପୁଣ୍ୟତିଥିରେ ବିନମ୍ର ଶ୍ରଦ୍ଧାଞ୍ଜଳି।
ତାଙ୍କର ତ୍ୟାଗ, ତପସ୍ୟା
ଓ ଲୋକସେବାର ଆଦର୍ଶ ଆମ ପାଇଁ ସର୍ବଦା ପ୍ରେରଣାଦାୟୀ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା