ସ୍ଵାଧୀନତା ଦିବସ : ଗ୍ରାହକ-କେନ୍ଦ୍ରିକ ନୂତନ ଡିଜିଟାଲ୍ ପଦକ୍ଷେପ ଘୋଷଣା
ବଲାଙ୍ଗିର, ୧୪ ଅଗଷ୍ଟ (ହି.ସ.)- ଆଜି ବଲାଙ୍ଗିର ଭାରତ ସଞ୍ଚାର ନିଗମ ପକ୍ଷରୁ ୮୦ ତମ ସ୍ୱାଧୀନତା ଦିବସ ପରିପ୍ରେକ୍ଷୀରେ ଏକ ସାମ୍ବାଦିକ ସମ୍ମିଳନୀରେ ସ୍ଥାନିୟ ଅତିରିକ୍ତ ଜେନେରାଲ ମ୍ୟାନେଜର ଲକ୍ଷ୍ମଣ ମେହେର, ସୈକତ ସରକାର, ଏମ୍ ଟି, ଓ ମାନ ଭଞ୍ଜନ ମିଶ୍ର କନିଷ୍ଠ ଲେଖା ଅଧିକାରୀ ପ୍ରମୁଖ ସ୍ୱାଧୀନତା
ସ୍ୱାଧୀନତା ଦିବସ: ଗ୍ରାହକ-କେନ୍ଦ୍ରିକ ନୂତନ ଡିଜିଟାଲ୍ ପଦକ୍ଷେପ ଘୋଷଣା

ସ୍ୱାଧୀନତା ଦିବସ: ଗ୍ରାହକ-କେନ୍ଦ୍ରିକ ନୂତନ ଡିଜିଟାଲ୍ ପଦକ୍ଷେପ ଘୋଷଣା

ସ୍ୱାଧୀନତା ଦିବସ: ଗ୍ରାହକ-କେନ୍ଦ୍ରିକ ନୂତନ ଡିଜିଟାଲ୍ ପଦକ୍ଷେପ ଘୋଷଣା

ସ୍ୱାଧୀନତା ଦିବସ: ଗ୍ରାହକ-କେନ୍ଦ୍ରିକ ନୂତନ ଡିଜିଟାଲ୍ ପଦକ୍ଷେପ ଘୋଷଣା

ବଲାଙ୍ଗିର, ୧୪ ଅଗଷ୍ଟ (ହି.ସ.)- ଆଜି ବଲାଙ୍ଗିର ଭାରତ ସଞ୍ଚାର ନିଗମ ପକ୍ଷରୁ ୮୦ ତମ ସ୍ୱାଧୀନତା ଦିବସ ପରିପ୍ରେକ୍ଷୀରେ ଏକ ସାମ୍ବାଦିକ ସମ୍ମିଳନୀରେ ସ୍ଥାନିୟ ଅତିରିକ୍ତ ଜେନେରାଲ ମ୍ୟାନେଜର ଲକ୍ଷ୍ମଣ ମେହେର, ସୈକତ ସରକାର, ଏମ୍ ଟି, ଓ ମାନ ଭଞ୍ଜନ ମିଶ୍ର କନିଷ୍ଠ ଲେଖା ଅଧିକାରୀ ପ୍ରମୁଖ ସ୍ୱାଧୀନତା ଦିବସ ପରିପ୍ରେକ୍ଷୀରେ ଜନସାଧାରଣଙ୍କୁ ଅଭିନନ୍ଦନ ଜଣାଇବା ସହିତ ଭାରତ ସଞ୍ଚାର ନିଗମ ଲିଃ,

ବି ଏସ ଏନ୍ ଏଲ ୮୦ ତମ ସ୍ୱାଧୀନତା ଦିବସ ଉପଲକ୍ଷେ ଫ୍ରିଡମ ପ୍ଲାନ ଚାଲୁ କରିଚି, ଏହି ପ୍ଲାନ ରେ ମାତ୍ର ଏକ ଟଙ୍କା ମୂଲ୍ୟରେ ୨୪ ରୁ ୩୦ ଦିନ ବୈଧତା, ଅସୀମିତ କଥା ବାର୍ତ୍ତା, ଦୈନିକ ୧ ଜିବି ଡାଟା,୧୦୦ ଏସ ଏମ ଏସ ସୁଵିଧା ପ୍ରଦାନ ରହୁଛି । ସେମାନେ ଆଣିଥିବା ଅଫର ବିଷୟ ବିସ୍ତାରରେ କହିଥିଲେ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ

 rajesh pande