ଓଏସଏସଟିଇଟି ପଞ୍ଜୀକରଣ ଅବଧି ୨୩ ଯାଏଁ ବୃଦ୍ଧି
ଭୁବନେଶ୍ୱର,୧୪ ଅଗଷ୍ଟ (ହି.ସ) - ଓଡିଡ଼ା ସେକେଣ୍ଡାରୀ ସ୍କୁଲ ଟିଚର ଏଲିଜିବିଲିଟି ଟେଷ୍ଟ ( ଓଏସଏସଟିଇଟି) ପଞ୍ଜୀକରଣ ଅବଧି ବୃଦ୍ଧି କରିଛି ମାଧ୍ୟମିକ ଶିକ୍ଷା ପରିଷଦ। ପଞ୍ଜୀକରଣ ଅବଧିକୁ ଅଗଷ୍ଟ ୨୩ ତାରିଖ ମଧ୍ୟରାତ୍ରି ଯାଏ ବୃଦ୍ଧି କରାଯାଇଛି। ପୂର୍ବରୁ ୧୭ ତାରିଖ ଯାଏଁ ଥିଲା ପଞ୍ଜୀକରଣର ଅନ୍ତିମ ତାର
ଓଏସଏସଟିଇଟି ପଞ୍ଜୀକରଣ ଅବଧି ୨୩ ଯାଏଁ ବୃଦ୍ଧି


ଭୁବନେଶ୍ୱର,୧୪ ଅଗଷ୍ଟ (ହି.ସ) - ଓଡିଡ଼ା ସେକେଣ୍ଡାରୀ ସ୍କୁଲ ଟିଚର ଏଲିଜିବିଲିଟି ଟେଷ୍ଟ ( ଓଏସଏସଟିଇଟି) ପଞ୍ଜୀକରଣ ଅବଧି ବୃଦ୍ଧି କରିଛି ମାଧ୍ୟମିକ ଶିକ୍ଷା ପରିଷଦ। ପଞ୍ଜୀକରଣ ଅବଧିକୁ ଅଗଷ୍ଟ ୨୩ ତାରିଖ ମଧ୍ୟରାତ୍ରି ଯାଏ ବୃଦ୍ଧି କରାଯାଇଛି। ପୂର୍ବରୁ ୧୭ ତାରିଖ ଯାଏଁ ଥିଲା ପଞ୍ଜୀକରଣର ଅନ୍ତିମ ତାରିଖ ଥିଲା।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande