

ବଲାଙ୍ଗିର, 14 ଅଗଷ୍ଟ (ହି.ସ.)
ଅଖିଳ ଭାରତୀୟ ସାହିତ୍ୟ ପରିଷଦ ବଲାଙ୍ଗିର ଶାଖା ଓ କେନ୍ଦ୍ରିୟ ବିଦ୍ୟାଳୟ ବଲାଙ୍ଗୀର ର ମିଳିତ ସହଯୋଗ ରେ ବୁଧବାର ସକାଳ 10-45 ରେ ଏକ ଆଲୋଚନା ଚକ୍ର ହୋଇଥିଲା ।ଶୀର୍ଷକ- ଆମେ ପରିବେଶ ର ସୁରକ୍ଷା କରିବା କିପରି? ଏହା ଛଡା ଛାତ୍ର ମାନଙ୍କ ସୃଜନୀ ଶକ୍ତିର ବିକାଶ ପାଇଁ ଏକ ବର୍ଷା ରୁତୁ ଉପରେ କବିତା ପାଠୋତ୍ସବ ହୋଇଥିଲା ।ଏହି କବିତା ପାଠୋତ୍ସବ ରେ ସୃଜନୀ ଶକ୍ତିର ବିକାଶ ହୋଇଥାଏ । ଏହି କ୍ରମରେ ଅନେକ ଛାତ୍ର ଛାତ୍ରୀ ଯୋଗ ଦେଇ ଥିଲେ ।ସେମାନେ ହେଲେ ସଂଜନା ମିଶ୍ର, କ୍ଷୀରବ୍ଦି ତନୟା ପଣ୍ଡା, ସ୍ମୃତି ସାନ୍ଧାୟା ଗୁରୁ, ସ୍ବାରାଜ ସୃହୁ, ସ୍ବସ୍ତିକ ଶତପଥୀ, ଅନିସା ମିଶ୍ର,ଡାକୁଆ, ପ୍ରତିକ ପି ମେହେର, ତାତ୍ତ୍ବିକୀ ଦାଶ, ଜଗନମୟୀ ଦାଶ, ଦିବ୍ଯ ଜୌତି ମହାପାତ୍ର, ଆଦ୍ୟାସା ରାଣୀ ସରାଫ, ଆରାଧ୍ୟ ପୁନୟ ତୋୟ ,, ସ୍ମୃତି ବିନ୍ଦୁ ଝାଙ୍କର,କାନୁ ପ୍ରିୟା, ଅତିଭା ପଣ୍ଡା, ଅନୁଷ୍କା ପଟେଲ, ସୁଭଶ୍ରୀ ସାମଲ, ଆରାଧ୍ୟା ସାମଲ, ଶ୍ରୀୟାସି ସାମଲ, ଶ୍ରୀୟାସି ଶତପଥୀ, ସମୀକ୍ଷା ପ୍ରଧାନ। ଏହି କାର୍ଯ୍ୟକ୍ରମ ଆରମ୍ଭ ହେବା ଆଗରୁ ବିଦ୍ୟାଳୟରେ ଗଛ ଲଗା ଯାଇଥିଲା ।ସଭା ଆରମ୍ଭ ରେ ସରସ୍ଵତୀଙ୍କ ନିକଟରେ ଦୀପ ପ୍ରଜ୍ବଳନ କରା ଯାଇ ଥିଲା ଦୀପ ମନ୍ତ୍ର ସୀମାଞ୍ଚଳୀ ବେହେରା କଳା ଶିକ୍ଷକ ମନ୍ତ୍ର ପାଠ କରିଥିଲେ ।ମଞ୍ଚ ପରିଚାଳକ ଭାବରେ ଶ୍ରୀ ଡିଲେଶ୍ବର ପାତ୍ର ଶିକ୍ଷକ ମଞ୍ଚ ପରିଚାଳନା କରିଥିଲେ । ସଭାପତିତ୍ବ କରିଥିଲେ ଡକ୍ଟର ଭବାନୀ ଶଙ୍କର ପଟେଲ, ମୁଖ୍ଯ ଅତିଥୀ ଆସନ ରେ ଅଧ୍ୟକ୍ଷ ଗଣେଶ ପଧାନ, ସମ୍ଭାନୀତ ଅତିଥି ଭାବରେ କ୍ଷମାନିଧି ଝାଙ୍କର ଙ୍କୁ ସମ୍ମାନିତ କରାଯାଇଥିଲା ।ମାନପତ୍ର ପଢିଥିଲେ ରଶ୍ମି ପାତ୍ର ।ବକ୍ତା ଭାବରେ ଯଥାକ୍ରମେପ୍ରବୀର ମେହେର ଶିକ୍ଷକ ଜୀବ ବିଜ୍ଞାନ, ଆଉ ଶ୍ରୀ ନୀଳକଣ୍ଠ ମିଶ୍ର ଆସିନ ଥିଲେ ।ସଂପାଦକ ରାମ ଚନ୍ଦ୍ର ପଟେଲ ସଭାର ଉଦ୍ଦେଶ୍ଯ ପ୍ରଦାନ କରିଥିଲେ ।କବିତା ସଂଯୋଜନା କରିଥିଲେ ରଶ୍ମୀ ପାତ୍ର, ରାମ ଶଙ୍କର ଶତପତି ଓ ସରସ୍ଵତୀ ମିଶ୍ର,ବର୍ଷା କବିତା ପଠନ କରିଥିଲେ ବଳିଷ୍ଠ ପ୍ରଧାନ,ରାମ ଶଙ୍କର ଶତପଥୀ, ସରସ୍ଵତୀ ମିଶ୍ର, ରଶ୍ମି ପାତ୍ର , ଅନୁପ୍ରିୟା ମିଶ୍ର,ଧନ୍ୟବାଦ ଦେଇଥିଲେ ଗର୍ଜନ ସାର ସଭାପତି ଙ୍କର ଆଦେଶ କ୍ରମେ ସଭା ସାଙ୍ଗ ହୋଇଥିଲା ।
---------------
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ