ନିଖିଳ ଓଡ଼ିଶା କୈବର୍ତ ମହାସଭାର ସାଧାରଣ ସଭାରେ ଯୋଗ ଦେଲେ ସ୍ୱାସ୍ଥ୍ୟମନ୍ତ୍ରୀ
ଭୁବନେଶ୍ୱର, ୨୬ ଅଗଷ୍ଟ (ହି.ସ)- ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ବୁଧବାର ଭୁବନେଶ୍ୱର ସ୍ଥିତ ରେଡକ୍ରସ୍ ଭବନରେ ଆୟୋଜିତ ‘ନିଖିଳ ଓଡ଼ିଶା କୈବର୍ତ ମହାସଭା’ର ଜରୁରୀ ସାଧାରଣ ସଭାରେ ଯୋଗଦେଇଥିଲେ। ଏହି ଅବସରରେ ମହାସଭାର ଉପଦେଷ୍ଟା ତଥା ପୂର୍ବତନ ମନ୍ତ୍ରୀ ଶଶୀଭୂଷଣ ବେହେରା, ଜଗତସିଂହ
yk


ଭୁବନେଶ୍ୱର, ୨୬ ଅଗଷ୍ଟ (ହି.ସ)- ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ବୁଧବାର ଭୁବନେଶ୍ୱର ସ୍ଥିତ ରେଡକ୍ରସ୍ ଭବନରେ ଆୟୋଜିତ ‘ନିଖିଳ ଓଡ଼ିଶା କୈବର୍ତ ମହାସଭା’ର ଜରୁରୀ ସାଧାରଣ ସଭାରେ ଯୋଗଦେଇଥିଲେ।

ଏହି ଅବସରରେ ମହାସଭାର ଉପଦେଷ୍ଟା ତଥା ପୂର୍ବତନ ମନ୍ତ୍ରୀ ଶଶୀଭୂଷଣ ବେହେରା, ଜଗତସିଂହପୁର ସାଂସଦ ବିଭୂ ପ୍ରସାଦ ତରାଇ, କାକଟପୁର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ତୁଷାରକାନ୍ତି ବେହେରା , ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା, ଢେଙ୍କାନାଳର ପୂର୍ବତନ ସାଂସଦ ମହେଶ ସାହୁଙ୍କ ସମେତ ବହୁ ବୁଦ୍ଧିଜୀବୀ ଓ ସମାଜର ପ୍ରତିନିଧିମାନେ ଉପସ୍ଥିତ ଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande