ରିପୋର୍ଟ କାର୍ଡ ଦେଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ
ଭୁବନେଶ୍ୱର, 26 ଅଗଷ୍ଟ (ହି.ସ.)- ୬୦ ପୃଷ୍ଠାର ରିପୋର୍ଟ କାର୍ଡ ଦେଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ । ୭ ବର୍ଷ କାର୍ଯ୍ୟକାଳର ହିସାବ ଦେଲେ ସାଂସଦ । ଆସ୍ଥା ପ୍ରକଟ କରିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଲେ ଧନ୍ୟବାଦ । ୫୫ ପ୍ରକାରର ବିକାଶ, ୧୫ ପ୍ର
ରିପୋର୍ଟ କାର୍ଡ ଦେଲେ     ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ


ଭୁବନେଶ୍ୱର, 26 ଅଗଷ୍ଟ (ହି.ସ.)- ୬୦ ପୃଷ୍ଠାର

ରିପୋର୍ଟ କାର୍ଡ ଦେଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ । ୭ ବର୍ଷ କାର୍ଯ୍ୟକାଳର ହିସାବ

ଦେଲେ ସାଂସଦ । ଆସ୍ଥା ପ୍ରକଟ କରିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଲେ ଧନ୍ୟବାଦ । ୫୫ ପ୍ରକାରର

ବିକାଶ, ୧୫

ପ୍ରକାରର ସେବା କାର୍ଯ୍ୟ କରିଛି । ୮ ପ୍ରକାରର ସଂସଦୀୟ ପ୍ରସଙ୍ଗ ଉଠାଇଥିବା କହିଛନ୍ତି

ଅପରାଜିତା । ଲୋକଙ୍କ ସେବା ପାଇଁ ୨୪ ଘଣ୍ଟିଆ କାର୍ଯ୍ୟାଳୟ ଖୋଲିଛି ବୋଲି ସାଂସଦ କହିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande