ରାଜ୍ୟ ବିଜେପି କାର୍ଯ୍ୟାଳୟରେ 'ସେବା ସଂକଳ୍ପ ଅଭିଯାନ' ବୈଠକ ଅନୁଷ୍ଠିତ
ଭୁବନେଶ୍ୱର, 26 ଅଗଷ୍ଟ (ହି.ସ.)- ରାଜ୍ୟ ବିଜେପି କାର୍ଯ୍ୟାଳୟରେ ''ସେବା ସଂକଳ୍ପ ଅଭିଯାନ'' ବୈଠକ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି । ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ପ୍ରଭାରୀ ବିଜୟ ପାଲ ସିଂ ତୋମାର ଉପସ୍ଥିତ ଅଛନ୍ତି । ଏହା ସହ
ରାଜ୍ୟ ବିଜେପି     କାର୍ଯ୍ୟାଳୟରେ 'ସେବା ସଂକଳ୍ପ ଅଭିଯାନ'   ବୈଠକ ଅନୁଷ୍ଠିତ


ଭୁବନେଶ୍ୱର, 26 ଅଗଷ୍ଟ (ହି.ସ.)- ରାଜ୍ୟ ବିଜେପି

କାର୍ଯ୍ୟାଳୟରେ 'ସେବା ସଂକଳ୍ପ ଅଭିଯାନ'

ବୈଠକ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ

ହୋଇଛି । ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ପ୍ରଭାରୀ ବିଜୟ ପାଲ ସିଂ ତୋମାର ଉପସ୍ଥିତ ଅଛନ୍ତି । ଏହା ସହ ବିଭିନ୍ନ

ବିଭାଗର ମନ୍ତ୍ରୀଙ୍କ ସହ ଦଳର ବରିଷ୍ଠ ରାଜ୍ୟ ପଦାଧିକାରୀ ଉପସ୍ଥିତ ଅଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande