କେରଳବାସୀଙ୍କୁ ଓନମର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, 26 ଅଗଷ୍ଟ (ହି.ସ.) - କେରଳବାସୀଙ୍କୁ ଓନମର ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏନେଇ ସୋସିଆଲ ମିଡିଆ ଏକ୍ସରେ ଏକ ବାର୍ତ୍ତା ଜାରି କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ,ପବିତ୍ର ଓନମ୍ ଅବସରରେ ସମସ୍ତଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା
କେରଳବାସୀଙ୍କୁ ଓନମର     ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ


ଭୁବନେଶ୍ୱର, 26 ଅଗଷ୍ଟ (ହି.ସ.) - କେରଳବାସୀଙ୍କୁ

ଓନମର ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏନେଇ ସୋସିଆଲ ମିଡିଆ ଏକ୍ସରେ

ଏକ ବାର୍ତ୍ତା ଜାରି କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ,ପବିତ୍ର ଓନମ୍ ଅବସରରେ ସମସ୍ତଙ୍କୁ ମୋର

ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା।

ସେ କହିଛନ୍ତି ଯେ, ଓନମ୍ର

ପବିତ୍ର ଭାବନା ପ୍ରତ୍ୟେକ ପରିବାରରେ ସୁଖ,

ସମୃଦ୍ଧି ଓ ସଦ୍ଭାବନା ଆଣୁ। ଏକତା ଓ ସମ୍ମିଳନର ଏହି ପର୍ବ ଆମର

ପାରସ୍ପରିକ ସମ୍ପର୍କକୁ ଆହୁରି ସୁଦୃଢ଼ କରୁ ଏବଂ ଏକ ଅଧିକ ସମାବେଶୀ ଓ ସମୃଦ୍ଧ ସମାଜ ଗଠନ ପାଇଁ

ଆମକୁ ପ୍ରେରଣା ଦେଉ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande