କେରଳବାସୀଙ୍କୁ ଓନମର ଶୁଭେଚ୍ଛା ଜଣାଇଲେ ଧର୍ମେନ୍ଦ୍ର ପ୍ରଧାନ
ଭୁବନେଶ୍ୱର, 26 ଅଗଷ୍ଟ (ହି.ସ.)- କେରଳବାସୀଙ୍କୁ ଓନମର ଶୁଭେଚ୍ଛା ଜଣାଇଛନ୍ତି ସାଂସଦ ଧର୍ମେନ୍ଦ୍ର ପ୍ରଧାନ । ଏନେଇ ସୋସିଆଲ ମିଡିଆ ଏକ୍ସରେ ଧର୍ମେନ୍ଦ୍ର କହିଛନ୍ତି ଯେ, ଆନନ୍ଦମୟ ଓନମ ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା! ଏହି ପବିତ୍ର ପର୍ବ ପ୍ରତ୍ୟେକ ଘରେ ସ
କେରଳବାସୀଙ୍କୁ ଓନମର     ଶୁଭେଚ୍ଛା ଜଣାଇଲେ ଧର୍ମେନ୍ଦ୍ର ପ୍ରଧାନ


ଭୁବନେଶ୍ୱର, 26 ଅଗଷ୍ଟ (ହି.ସ.)- କେରଳବାସୀଙ୍କୁ

ଓନମର ଶୁଭେଚ୍ଛା ଜଣାଇଛନ୍ତି ସାଂସଦ ଧର୍ମେନ୍ଦ୍ର ପ୍ରଧାନ । ଏନେଇ ସୋସିଆଲ ମିଡିଆ ଏକ୍ସରେ

ଧର୍ମେନ୍ଦ୍ର କହିଛନ୍ତି ଯେ, ଆନନ୍ଦମୟ ଓନମ ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା! ଏହି

ପବିତ୍ର ପର୍ବ ପ୍ରତ୍ୟେକ ଘରେ ସୁଖ, ସମୃଦ୍ଧି ଓ ଏକତା ଆଣୁ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande