
ଭୁବନେଶ୍ୱର, 26 ଅଗଷ୍ଟ (ହି.ସ.)- ଇଦ୍-ଏ-ମିଲାଦର
ଶୁଭେଚ୍ଛା ଜଣାଇଛନ୍ତି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ । ଏହି ଅବସରରେ ସୋସିଆଲ
ମିଡିଆ ଏକ୍ସରେ ଏକ ବାର୍ତ୍ତା ଜାରି କରି ସେ କହିଛନ୍ତି ଯେ, ଇଦ୍-ଏ-ମିଲାଦ ଅବସରରେ ଶାନ୍ତି, କରୁଣା ଓ ସଦ୍ଭାବନାର ବାର୍ତ୍ତା ଆମ ସମାଜରେ ଅଧିକ ଏକତା ଓ ଭାଇଚାରା
ଆଣୁ। ଏହି ପବିତ୍ର ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା