
ଭୁବନେଶ୍ୱର, 26 ଅଗଷ୍ଟ (ହି.ସ.) - ମହିଳା ସମାନତା
ଦିବସର ଶୁଭେଚ୍ଛା ଜଣାଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ । ଏହି ଅବସରରେ ସୋସିଆଲ
ମିଡିଆ ଏକ୍ସରେ ମୁକେଶ ମହାଲିଙ୍ଗ କହିଛନ୍ତି ଯେ, ମହିଳା ସମାନତା ଦିବସର ଅନେକ ଅନେକ ଶୁଭେଚ୍ଛା
ଓ ଅଭିନନ୍ଦନ! ସମାଜର ପ୍ରତ୍ୟେକ କ୍ଷେତ୍ରରେ ମହିଳାମାନଙ୍କ ସମାନ ଅଧିକାର, ସମ୍ମାନ
ଓ ଭାଗୀଦାରୀ ସୁନିଶ୍ଚିତ ହେଉ। ଆସନ୍ତୁ ସମସ୍ତେ ମିଶି ଏକ ସମାନ ଓ ନ୍ୟାୟପୂର୍ଣ୍ଣ ସମାଜ
ଗଢ଼ିତୋଳିବା।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା