ଇଦ୍-ଏ-ମିଲାଦର ଶୁଭେଚ୍ଛା ଜଣାଇଲେ ବିରୋଧୀ ଦଳ ନେତା
ଭୁବନେଶ୍ୱର, 26 ଅଗଷ୍ଟ (ହି.ସ.)- ଇଦ୍-ଏ-ମିଲାଦର ଶୁଭେଚ୍ଛା ଜଣାଇଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଏନେଇ ସୋସିବଲ ମିଡିଆ ଏକ୍ସରେ ଏକ ବାର୍ତ୍ତା ଜାରି କରି ନବୀନ କହିଛନ୍ତି ଯେ, ପବିତ୍ର ଇଦ୍-ଏ-ମିଲାଦ ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍
ଇଦ୍-ଏ-ମିଲାଦର ଶୁଭେଚ୍ଛା     ଜଣାଇଲେ ବିରୋଧୀ ଦଳ ନେତା


ଭୁବନେଶ୍ୱର, 26 ଅଗଷ୍ଟ (ହି.ସ.)- ଇଦ୍-ଏ-ମିଲାଦର

ଶୁଭେଚ୍ଛା ଜଣାଇଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଏନେଇ ସୋସିବଲ ମିଡିଆ ଏକ୍ସରେ ଏକ

ବାର୍ତ୍ତା ଜାରି କରି ନବୀନ କହିଛନ୍ତି ଯେ, ପବିତ୍ର ଇଦ୍-ଏ-ମିଲାଦ ଅବସରରେ ସମସ୍ତଙ୍କୁ

ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ। ଏହି ଅବସରରେ ହଜରତ ମହମ୍ମଦଙ୍କ ପବିତ୍ର ଜନ୍ମବାର୍ଷିକୀ

ସ୍ମରଣ କରାଯାଏ। ତାଙ୍କର ଚିରନ୍ତନ ଶିକ୍ଷା ଆମ ଜୀବନ ପଥକୁ ପ୍ରେମ, ଶାନ୍ତି ଓ ସଦ୍ଭାବନାର ଆଲୋକରେ ସର୍ବଦା ଆଲୋକିତ କରୁ ଏବଂ ମାନବତାକୁ

କରୁଣା ଓ ଏକତାର ଦିଗରେ ମାର୍ଗଦର୍ଶନ କରୁ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande