ପୂର୍ବତନ ଆଇଆଇସି ସୁଜିତ ଦାସଙ୍କ ନାଁରେ ଜାମିନ ବିହୀନ ଗିରଫ ପରୱାନା ଜାରି
ଭୁବନେଶ୍ୱର , 26 ଅଗଷ୍ଟ (ହି.ସ.)ପୂର୍ବତନ ଆଇଆଇସି ସୁଜିତ ଦାସଙ୍କ ନାଁରେ ଜାମିନ ବିହୀନ ଗିରଫ ପରୱାନା ଜାରି ହୋଇଛି । ଶରଣକୁଳ ଥାନା ପୂର୍ବତନ ଆଇଆଇସି ସୁଜିତ ଦାସଙ୍କ ନାଁରେ ଜାରି ହୋଇଛି ଜାମିନ ବିହୀନ ଗିରଫ ପରୱାନା । ଦୀର୍ଘ ଦିନ ହେଲା ଫେରାର ଥିବାରୁ ଜାମିନ
ପୂର୍ବତନ ଆଇଆଇସି ସୁଜିତ     ଦାସଙ୍କ ନାଁରେ ଜାମିନ ବିହୀନ ଗିରଫ ପରୱାନା ଜାରି


ଭୁବନେଶ୍ୱର , 26 ଅଗଷ୍ଟ (ହି.ସ.)ପୂର୍ବତନ ଆଇଆଇସି

ସୁଜିତ ଦାସଙ୍କ ନାଁରେ ଜାମିନ ବିହୀନ ଗିରଫ ପରୱାନା ଜାରି ହୋଇଛି । ଶରଣକୁଳ ଥାନା ପୂର୍ବତନ ଆଇଆଇସି ସୁଜିତ ଦାସଙ୍କ ନାଁରେ ଜାରି ହୋଇଛି ଜାମିନ ବିହୀନ ଗିରଫ

ପରୱାନା । ଦୀର୍ଘ ଦିନ ହେଲା ଫେରାର

ଥିବାରୁ ଜାମିନ ବିହୀନ ଗିରଫ ପରୱାନା ଜାରି କରିଛନ୍ତି ଅଦାଲତ। ଦୁଷ୍କର୍ମ ମାମଲାରେ ଫେରାର

ପୂର୍ବତନ ଆଇଆଇସି ସୁଜିତ ଦାସ ବାବୁଙ୍କୁ ଗିରଫ କରିବା ପାଇଁ ବିଭନ୍ନ ସ୍ଥାନରେ ରେଡ୍ କରୁଛି

କ୍ରାଇମବ୍ରାଞ୍ଚର ସିଏଡବ୍ଲୁ ଓ ସିଡବ୍ଲୁ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande