କେରଳବାସୀଙ୍କୁ ଓନମର ଶୁଭେଚ୍ଛା ଜଣାଇଲେ ପ୍ରଭାତି ପରିଡା
ଭୁବନେଶ୍ୱର, 26 ଅଗଷ୍ଟ (ହି.ସ.)- କେରଳବାସୀଙ୍କୁ ଓନମର ଶୁଭେଚ୍ଛା ଜଣାଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା । ଏହି ଅବସରରେ ସୋସିଆଲ ମିଡିଆ ଏକ୍ସରେ ଏକ ବାର୍ତ୍ତା ଜାରି କରି ପ୍ରଭାତି ପରିଡା କହିଛନ୍ତି ଯେ, କେରଳବାସୀଙ୍କୁ ହାର୍ଦ୍ଦିକ ଶୁଭ, ସମୃଦ୍ଧିମୟ
କେରଳବାସୀଙ୍କୁ ଓନମର     ଶୁଭେଚ୍ଛା ଜଣାଇଲେ ପ୍ରଭାତି ପରିଡା


ଭୁବନେଶ୍ୱର, 26 ଅଗଷ୍ଟ (ହି.ସ.)- କେରଳବାସୀଙ୍କୁ

ଓନମର ଶୁଭେଚ୍ଛା ଜଣାଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା । ଏହି ଅବସରରେ ସୋସିଆଲ ମିଡିଆ

ଏକ୍ସରେ ଏକ ବାର୍ତ୍ତା ଜାରି କରି ପ୍ରଭାତି ପରିଡା କହିଛନ୍ତି ଯେ, କେରଳବାସୀଙ୍କୁ ହାର୍ଦ୍ଦିକ

ଶୁଭ, ସମୃଦ୍ଧିମୟ

ଓ ମଙ୍ଗଳମୟ ଓନମର ଶୁଭେଚ୍ଛା। ଏହି ପବିତ୍ର ଅବସର ପ୍ରତ୍ୟେକ ଘରେ ସୁଖ, ଆନନ୍ଦ, ସମୃଦ୍ଧି

ଓ ଶାନ୍ତି ଆଣୁ ଏବଂ ଆଗାମୀ ବର୍ଷଟି ସମୃଦ୍ଧି ଓ ନୂତନ ଆଶାରେ ପରିପୂର୍ଣ୍ଣ ହେଉ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande