ସରସ୍ବତୀ ଶିଶୁ ବିଦ୍ୟା ଜ୍ଞାନ ମନ୍ଦିର କଦମପଡା ଶିଶୁବାଟିକା ବିଭାଗରେ ରକ୍ଷା ବନ୍ଧନଉତ୍ସବ ପାଳିତ
ବଲାଙ୍ଗିର, 27 ଅଗଷ୍ଟ (ହି.ସ.)ଆଜି ସରସ୍ବତୀ ଶିଶୁ ବାଟିକା କଦମପଡା ଠାରେ ରକ୍ଷା ବନ୍ଧନ ଉତ୍ସବ ପାଳନ ହୋଇ ଯାଇଛି। ମୁଖ୍ୟ ଅତିଥି ଭାବରେ ଶ୍ରୀ ରାମ ଶଙ୍କର ଶତପଥି ଯୋଗଦାନ କରି ଉକ୍ତ ଦିନର ମହତ୍ୱ ବିଷୟରେ ଆଲୋକ ପାତ କରିଥିଲେ।ବିଦ୍ୟାଳୟର ପ୍ରରିଚାଳନା ସମିତିର ସଭାପତି ଡ଼. ଭବାନୀ ଶଙ୍କ
ସରସ୍ବତୀ ଶିଶୁ ବିଦ୍ୟା ଜ୍ଞାନ ମନ୍ଦିର କଦମପଡା ଶିଶୁବାଟିକା ବିଭାଗରେ ରକ୍ଷା ବନ୍ଧନଉତ୍ସବ ପାଳିତ

ସରସ୍ବତୀ ଶିଶୁ ବିଦ୍ୟା ଜ୍ଞାନ ମନ୍ଦିର କଦମପଡା ଶିଶୁବାଟିକା ବିଭାଗରେ ରକ୍ଷା ବନ୍ଧନଉତ୍ସବ ପାଳିତ

ସରସ୍ବତୀ ଶିଶୁ ବିଦ୍ୟା ଜ୍ଞାନ ମନ୍ଦିର କଦମପଡା ଶିଶୁବାଟିକା ବିଭାଗରେ ରକ୍ଷା ବନ୍ଧନଉତ୍ସବ ପାଳିତ

ବଲାଙ୍ଗିର, 27 ଅଗଷ୍ଟ (ହି.ସ.)ଆଜି ସରସ୍ବତୀ ଶିଶୁ ବାଟିକା କଦମପଡା ଠାରେ ରକ୍ଷା ବନ୍ଧନ ଉତ୍ସବ ପାଳନ ହୋଇ ଯାଇଛି। ମୁଖ୍ୟ ଅତିଥି ଭାବରେ ଶ୍ରୀ ରାମ ଶଙ୍କର ଶତପଥି ଯୋଗଦାନ କରି ଉକ୍ତ ଦିନର ମହତ୍ୱ ବିଷୟରେ ଆଲୋକ ପାତ କରିଥିଲେ।ବିଦ୍ୟାଳୟର ପ୍ରରିଚାଳନା ସମିତିର ସଭାପତି ଡ଼. ଭବାନୀ ଶଙ୍କର ପଟେଲ ଯୋଗଦାନ କରି ଧନ୍ୟବାଦ ପ୍ରଦାନ କରିଥିଲେ। ଶିଶୁବାଟିକା ପ୍ରମୁଖ ଶ୍ରୀମତୀ ବିଦ୍ୟୁତ ରେଖାକର ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିଲେ। ଶିଶୁଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା। ଭାଇ ଭଉଣୀ ପରସ୍ପର ରାକ୍ଷୀ ବନ୍ଧାବନ୍ଧି ହୋଇ ତଥା ମିଷ୍ଟାନ୍ନ ଖୁଆ ଖୋଇ ହୋଇ ଥିଲେ। ସମସ୍ତ ଗୁରୁଜୀ ଗୁରୁମା ସେବକ ସେବିକାଙ୍କ ସହଯୋଗରେ କାର୍ଯ୍ୟକ୍ରମ ସମପନ ହୋଇଥିଲା।

---------------

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ

 rajesh pande