ମହାପ୍ରଭଙ୍କୁ ନେଇ କୌଣସି ମନଗଢ଼ା କାହାଣୀ ରଚାନଯାଉ - ଆଇନ ମନ୍ତ୍ରୀ
ଭୁବନେଶ୍ୱର, ୨୭ ଅଗଷ୍ଟ (ହି.ସ) - ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଉପରେ ଆନିମେଟଡ୍ ଫିଲ୍ମ ବିବାଦକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ।ସେ କହିଛନ୍ତି ଯେ ଫିଲ୍ମ ଉପରେ ବିଚାରବିମର୍ଶ ଚାଲିଛି । ଶ୍ରୀମନ୍ଦିର ପ୍ରଶାସନ ଓ ରାଜ୍ୟ ସରକାରଙ୍କ ଭୂମିକା ସ୍ପଷ୍ଟ ରହିଛି। ଶ୍ରୀମ
prithiviraj harichandan


ଭୁବନେଶ୍ୱର, ୨୭ ଅଗଷ୍ଟ (ହି.ସ) - ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଉପରେ ଆନିମେଟଡ୍ ଫିଲ୍ମ ବିବାଦକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ।ସେ କହିଛନ୍ତି ଯେ ଫିଲ୍ମ ଉପରେ ବିଚାରବିମର୍ଶ ଚାଲିଛି । ଶ୍ରୀମନ୍ଦିର ପ୍ରଶାସନ ଓ ରାଜ୍ୟ ସରକାରଙ୍କ ଭୂମିକା ସ୍ପଷ୍ଟ ରହିଛି। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସେମାନଙ୍କୁ ଡାକି ଆଲୋଚନା ହୋଇଛି। ମହାପ୍ରଭଙ୍କୁ ନେଇ କୌଣସି ମନଗଢ଼ା କାହାଣୀ ରଚାନଯାଉ ବୋଲି କହିଛନ୍ତି ଆଇନ ମନ୍ତ୍ରୀ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande