ଉଚ୍ଚଶିକ୍ଷା ମନ୍ତ୍ରୀଙ୍କୁ ରାକ୍ଷୀ ବାନ୍ଧିଲେ ଛାତ୍ରଛାତ୍ରୀ
ଭୁବନେଶ୍ୱର, 27 ଅଗଷ୍ଟ (ହି.ସ.): ରାକ୍ଷୀ ପୂର୍ଣ୍ଣିମା ଓଡ଼ିଶାର ଏକ ବଡ଼ ପର୍ବ। ଉଚ୍ଚଶିକ୍ଷା ମନ୍ତ୍ରୀଙ୍କୁ ରାକ୍ଷୀ ବାନ୍ଧିଲେ ଛାତ୍ରଛାତ୍ରୀ । ଏହି ଅବସରରେ ମନ୍ତ୍ରୀ ସୂରଜ ସୂର୍ଯ୍ୟବଂଶୀ କହିଛନ୍ତି ଯେ, ସ୍କୁଲର ଛାତ୍ରୀ ମାନେ ଆସି ଆଜି ମୋତେ ରାକ୍ଷୀ ବାନ୍ଧି ଥିବାରୁ
ଉଚ୍ଚଶିକ୍ଷା ମନ୍ତ୍ରୀଙ୍କୁ     ରାକ୍ଷୀ ବାନ୍ଧିଲେ ଛାତ୍ରଛାତ୍ରୀ


ଭୁବନେଶ୍ୱର, 27 ଅଗଷ୍ଟ (ହି.ସ.): ରାକ୍ଷୀ ପୂର୍ଣ୍ଣିମା ଓଡ଼ିଶାର ଏକ ବଡ଼ ପର୍ବ। ଉଚ୍ଚଶିକ୍ଷା

ମନ୍ତ୍ରୀଙ୍କୁ ରାକ୍ଷୀ ବାନ୍ଧିଲେ ଛାତ୍ରଛାତ୍ରୀ ।

ଏହି ଅବସରରେ ମନ୍ତ୍ରୀ ସୂରଜ

ସୂର୍ଯ୍ୟବଂଶୀ କହିଛନ୍ତି ଯେ, ସ୍କୁଲର ଛାତ୍ରୀ ମାନେ ଆସି ଆଜି ମୋତେ ରାକ୍ଷୀ ବାନ୍ଧି ଥିବାରୁ

ମୁଁ କୃତଜ୍ଞ। ଏହା ସହିତ ସମାଜର ସବୁ ଭାଇ ମାନେ ନିଜ ଭଉଣୀ ମାନଙ୍କୁ ସୁରକ୍ଷିତ ରଖିବା ସହ ଏକ

ସୁସ୍ଥ ସମାଜ ଗଢ଼ି ତୋଳିବା ପାଇଁ ସହାୟକ ହେବା ଦରକାର।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande