ବ୍ଲକ ପ୍ରାଶାସନ ତରଫରୁ ଶୁଖିଲାଖାଦ୍ୟ ବଣ୍ଟନ
କେନ୍ଦ୍ରାପଡ଼ା 29 ଅଗଷ୍ଟ (ହି.ସ.) ବ୍ଲକ ପ୍ରାଶାସନ ତରଫରୁ ଶୁଖିଲାଖାଦ୍ୟ ବଣ୍ଟନ ବନ୍ୟା ପୀଡିତଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ ଆଳି ବ୍ଲକରେ ପ୍ରବଳ ବନ୍ୟା ଆସିବା ଯୋଗୁ ଜୁଆଣିଆ ଅର୍ଗଳ ପେତପଡା ଗୋବିନ୍ଦପୁର ଏରେଡଙ୍କ ପାଳିମି ଡ଼ିମିରିପାଳ ଦେଓସାହି ଗ୍ରାମ ରେ ପାଣି ଘେରରେ ରହିଛି। ପାଣିଘେରରେ ଥିବା ଲୋକ
ବ୍ଲକ ପ୍ରାଶାସନ ତରଫରୁ ଶୁଖିଲାଖାଦ୍ୟ ବଣ୍ଟନ


କେନ୍ଦ୍ରାପଡ଼ା 29 ଅଗଷ୍ଟ (ହି.ସ.) ବ୍ଲକ ପ୍ରାଶାସନ ତରଫରୁ ଶୁଖିଲାଖାଦ୍ୟ ବଣ୍ଟନ ବନ୍ୟା ପୀଡିତଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ ଆଳି ବ୍ଲକରେ ପ୍ରବଳ ବନ୍ୟା ଆସିବା ଯୋଗୁ ଜୁଆଣିଆ ଅର୍ଗଳ ପେତପଡା ଗୋବିନ୍ଦପୁର ଏରେଡଙ୍କ ପାଳିମି ଡ଼ିମିରିପାଳ ଦେଓସାହି ଗ୍ରାମ ରେ ପାଣି ଘେରରେ ରହିଛି। ପାଣିଘେରରେ ଥିବା ଲୋକଙ୍କୁ ଆଳି ପ୍ରଶାସନ ତରଫରୁ ଶତାଧିକ ପରିବାରକୁ ଶୁଖୁଲା ଖାଦ୍ୟ ଯୋଗାଇ ଦିଆଯାଇଛି। ଆଳି ବ୍ଲକ ପ୍ରଶାସନ ତରଫରୁ ବନ୍ୟା ବିପନ୍ନଙ୍କୁ ରିଲିଫ ସାମଗ୍ରୀ ବଣ୍ଟନ କରାଯାଇଥିଲା, ସୁବାସ ଚନ୍ଦ୍ର ସାହୁ, ଏଡିଓ, ରାଜେନ୍ଦ୍ର ନାୟକ ଏଡିଓ, ଗଗନ ପ୍ରଧାନ, ଦାମୋଦର ପଣ୍ଡା, ସମୀର ମହାନ୍ତି, ନଳିନୀ ସ୍ୱାଇଁ, ବିଜୟ ବିଶ୍ୱାଳ, ନୃସିଂହ ମିଶ୍ର କର୍ମକର୍ତ୍ତା ମାନେ ଲୋକମାନଙ୍କ ଘର ନିକଟକୁ ଯାଇ ତାଙ୍କୁ ଏ ଅସମୟରେ ଆଶ୍ୱାସନା ଦେବା ସହ ଶୁଖିଲା ଖାଦ୍ୟ ଓ ପାନୀୟ ଜଳ ବଣ୍ଟନ କରିଛନ୍ତି କ୍ଷ ଏହି କାର୍ୟ୍ୟକ୍ରମକୁ ପ୍ରମୁଖ ପରିଚାଳନା କରିଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande