ଜିଲ୍ଲା ଶିଳ୍ପ ବିଭାଗର ଜିଲ୍ଲାସ୍ତରୀୟ ସିଙ୍ଗଲ୍ ଉଇଣ୍ଡୋ ବୈଠକ
କେନ୍ଦ୍ରାପଡା , 29 ଅଗଷ୍ଟ (ହି.ସ.) ଶିଳ୍ପ ବିଭାଗର ଜିଲ୍ଲାସ୍ତରୀୟ ୬୬ତମ (ସିଙ୍ଗ୍ିଲ୍ ଉଇଣ୍ଡୋ) ଏକକ ବାର୍ତାବରଣ, କ୍ଲିୟରାନ୍ସ ପ୍ରାଧିକରଣ ଏବଂ ଶିଳ୍ପ ଯତ୍ନ ବୈଠକ ଜିଲ୍ଲାପାଳ ରଘୁରାମ୍ ଆର୍. ଆୟାର୍ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଉପଜିଲ୍ଲାପାଳ ଅରୁଣ କୁମାର ନାୟକ, ଡିଆଇସିର ଜେ
ଜିଲ୍ଲା ଶିଳ୍ପ ବିଭାଗର ଜିଲ୍ଲାସ୍ତରୀୟ ସିଙ୍ଗଲ୍ ଉଇଣ୍ଡୋ ବୈଠକ


କେନ୍ଦ୍ରାପଡା , 29 ଅଗଷ୍ଟ (ହି.ସ.) ଶିଳ୍ପ ବିଭାଗର ଜିଲ୍ଲାସ୍ତରୀୟ ୬୬ତମ (ସିଙ୍ଗ୍ିଲ୍ ଉଇଣ୍ଡୋ) ଏକକ ବାର୍ତାବରଣ, କ୍ଲିୟରାନ୍ସ ପ୍ରାଧିକରଣ ଏବଂ ଶିଳ୍ପ ଯତ୍ନ ବୈଠକ ଜିଲ୍ଲାପାଳ ରଘୁରାମ୍ ଆର୍. ଆୟାର୍ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଉପଜିଲ୍ଲାପାଳ ଅରୁଣ କୁମାର ନାୟକ,

ଡିଆଇସିର ଜେନେରାଲ୍ ମ୍ୟାନେଜର୍ ପ୍ରଦୀପ କୁମାର ସାହୁ, ଦୀପା ବିଭାଗର ମୁଖ୍ୟ ସୈାଭାଗ୍ୟ ରଞ୍ଜନ ମଲ୍ଲିକ ଓ କମିଟିର ଅନ୍ୟ ସଦସ୍ୟମାନେ ୧୪ କୋଟି ୪୬ ଲକ୍ଷ ଟଙ୍କାର ଏକ ଆଧୁନିକ ଚାଉଳ ମିଲ୍ ପ୍ରକଳ୍ପକୁ ମଞ୍ଜୁରୀ ଦେଇଛନ୍ତି । ଏଥିରେ ୧୪୫ ଜଣ ଶିକ୍ଷିତ ଯୁବକ ଯୁବତୀ ନିଯୁକ୍ତି ପାଇବେ ବୋଲି ଜଣାପଡିଛି ।

---------------

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande