ଏବିଭିପି ପକ୍ଷରୁ ରକ୍ଷା ବନ୍ଧନ
କେନ୍ଦ୍ରାପଡ଼ା , 29 ଅଗଷ୍ଟ (ହି.ସ.)ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ କେନ୍ଦ୍ରାପଡା ଜିଲ୍ଲା ର ଡେରାବିଶ ନଗର ପକ୍ଷରୁ ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଅବସର ରେ ଡେରାବିଶ ଅଗ୍ନିଶମ ବିଭାଗ ,ମେଡିକାଲ , ଓ ପ୍ରତେକ ଶୁଭେଚ୍ଛୁ ମାନଙ୍କୁ ଭେଟି ରକ୍ଷାବନ୍ଧନ ଉତ୍ସବ ପାଳନ କରାଯାଇଛି। ଏଥିରେ ପୂର୍ବ ପ୍ରାନ
ଏବିଭିପି ପକ୍ଷରୁ ରକ୍ଷା ବନ୍ଧନ


କେନ୍ଦ୍ରାପଡ଼ା , 29 ଅଗଷ୍ଟ (ହି.ସ.)ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ କେନ୍ଦ୍ରାପଡା ଜିଲ୍ଲା ର ଡେରାବିଶ ନଗର ପକ୍ଷରୁ ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଅବସର ରେ ଡେରାବିଶ ଅଗ୍ନିଶମ ବିଭାଗ ,ମେଡିକାଲ , ଓ ପ୍ରତେକ ଶୁଭେଚ୍ଛୁ ମାନଙ୍କୁ ଭେଟି ରକ୍ଷାବନ୍ଧନ ଉତ୍ସବ ପାଳନ କରାଯାଇଛି। ଏଥିରେ ପୂର୍ବ ପ୍ରାନ୍ତ ଏସ୍.ଏଫେ.ଡି ସହ ସଂଯୋଜକ ଶଶୀ ପ୍ରସାଦ ମହାରଣା, ଡେରାବିଶ ନଗର ସହ ସମ୍ପାଦକ ଲୋପାମୁଦ୍ରା ଦାସ ଓ ଉଷାରାଣୀ କାଣ୍ଡି ଉପସ୍ଥିତ ଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande