
ଗଞ୍ଜାମ, ୩୧ ଅଗଷ୍ଟ (ହି.ସ.)- ବିଜେପି ନେତା ତଥା ଆଡଭୋକେଟ୍ ପୀତବାସ ପଣ୍ଡା ହତ୍ୟାକାଣ୍ଡରେ ବ୍ରହ୍ମପୁର ପୁଲିସ ଦ୍ୱାରା ଗିରଫ ହୋଇ ଜେଲ୍ ରେ ଥିବା ଵ୍ରହ୍ମପୁରର ପୂର୍ବତନ ବିଧାୟକ ତଥା ବିଜେଡି ନେତା ବିକ୍ରମ ପଣ୍ଡାଙ୍କୁ ହାଇକୋର୍ଟ ସର୍ତମୂଳକ ଜାମିନ ଦେଇଛନ୍ତି। ଏହି ଘଟଣା ପରେ ବ୍ରହ୍ମପୁର ବିଜେଡି ମହଲରେ ଆନନ୍ଦ ଓ ଉଲ୍ଲାସର ବାତାବରଣ ସୃଷ୍ଟି ହୋଇଛି।
ସେ୨୨ ଅକ୍ଟୋଵର ୨୦୨୫ରେ ପୀତବାସ ପଣ୍ଡା ହତ୍ୟା କାଣ୍ଡରେ ଗିରଫ ହୋଇଥିଲେ।
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ