ହୃତଘାତରେ ଧର୍ମପରାୟଣ ମହିଳାଙ୍କ ପରଲୋକ
ଘଟଗାଁ, ୩୧ ଅଗଷ୍ଟ (ହି.ସ.) - ଘଟଗାଁ ବ୍ଲକ ପଣ୍ଡାପଡା ଗ୍ରାମ ପଂଚାୟତ ପଣ୍ଡାପଡା ଗ୍ରାମର ଧର୍ମ ପରାୟଣା ମହିଳା ରଙ୍ଗଲତା ରଣାଙ୍କ (୬ ୨ )ହୃତଘାତରେ ପରଲୋକ ଘଟିଛି। ଗତକାଲି ସକାଳ ସମୟରେ ନିତ୍ୟକର୍ମ କରିବା ପାଇଁ ରଙ୍ଗଲତା ଶୌଚାଳୟ ଯାଇଥିବା ବେଳେ ହୃତଘାତରେ ତାଙ୍କର ମୃତ୍ୟୁ ଘଟିଛି। ମୃତ୍ୟୁ ଶଯ୍ୟା ନି
ହୃତଘାତରେ ଧର୍ମପରାୟଣ ମହିଳା ଙ୍କ ପରଲୋକ


ଘଟଗାଁ, ୩୧ ଅଗଷ୍ଟ (ହି.ସ.) - ଘଟଗାଁ ବ୍ଲକ ପଣ୍ଡାପଡା ଗ୍ରାମ ପଂଚାୟତ ପଣ୍ଡାପଡା ଗ୍ରାମର ଧର୍ମ ପରାୟଣା ମହିଳା ରଙ୍ଗଲତା ରଣାଙ୍କ (୬ ୨ )ହୃତଘାତରେ ପରଲୋକ ଘଟିଛି। ଗତକାଲି ସକାଳ ସମୟରେ ନିତ୍ୟକର୍ମ କରିବା ପାଇଁ ରଙ୍ଗଲତା ଶୌଚାଳୟ ଯାଇଥିବା ବେଳେ ହୃତଘାତରେ ତାଙ୍କର ମୃତ୍ୟୁ ଘଟିଛି। ମୃତ୍ୟୁ ଶଯ୍ୟା ନିକଟରେ ସ୍ୱାମୀ ଦିନବନ୍ଧୁ ରଣା ଓ ସାନପୁଅ ରସା ନନ୍ଦ ରଣା ଆତ୍ମୀୟ ପରିବାର ବର୍ଗ ଓ ଗ୍ରାମ ବାସୀ ଶେଷ ଦର୍ଶନ କରିବା ପରେ ଗାଁ ସ୍ମଶାନରେ ଅନ୍ତିମ ସଂସ୍କାର କରିଛନ୍ତି। ବଡ଼ ପୁତ୍ର ପରମା ନନ୍ଦ ମୁଖାଗ୍ନି ଦେଇଛନ୍ତି।

ହିନ୍ଦୁସ୍ଥାନ ସମାଚାର / ଘନଶ୍ୟାମ


 rajesh pande