ମହିଳା ଏନସିସି ଚୟନ ପକ୍ରିୟା
ଜୟପୁର, ୩୧ ଅଗଷ୍ଟ (ହି.ସ.) - ଜୟପୁର ସ୍ଥିତ ବିକ୍ରମ ଦେବ ବିଶ୍ୱ ବିଦ୍ୟାଳୟରେ ମହିଳା ଏନସିସିରେ ଯୋଗଦାନ ନିମନ୍ତେ ଚୟନ ପକ୍ରିୟା ଅନୁଷ୍ଠିତ ହୋଇଛି । ଦୁଇ ଓଡିଶା ଗାର୍ଲସ ବାଟାଲିୟନର ସୁବେଦାର ସି. ସି ରାଏ ଏବଂ ହାବିଲଦାର ନୟନ କୁମାର ଚୟନ ପକ୍ରିୟାକୁ ପରିଚାଲନା କରିଥିଲେ । ବିଶ୍ୱ ବିଦ୍ୟାଳୟର ୩୪ ଜଣ
ମହିଳା ଏନସିସି ଚୟନ


ଜୟପୁର, ୩୧ ଅଗଷ୍ଟ (ହି.ସ.) - ଜୟପୁର ସ୍ଥିତ ବିକ୍ରମ ଦେବ ବିଶ୍ୱ ବିଦ୍ୟାଳୟରେ ମହିଳା ଏନସିସିରେ ଯୋଗଦାନ ନିମନ୍ତେ ଚୟନ ପକ୍ରିୟା ଅନୁଷ୍ଠିତ ହୋଇଛି । ଦୁଇ ଓଡିଶା ଗାର୍ଲସ ବାଟାଲିୟନର ସୁବେଦାର ସି. ସି ରାଏ ଏବଂ ହାବିଲଦାର ନୟନ କୁମାର ଚୟନ ପକ୍ରିୟାକୁ ପରିଚାଲନା କରିଥିଲେ । ବିଶ୍ୱ ବିଦ୍ୟାଳୟର ୩୪ ଜଣ ଚୟନ ପକ୍ରିୟାରେ ଯୋଗଦାନ କରିଥିଲେ । ୩୪ ଜଣ ଛାତ୍ରୀଙ୍କ ମଧ୍ୟରୁ ୧୪ ଜଣ ଛାତ୍ରୀଙ୍କୁ ଚୟନ କରାଯାଇଥିଲା । ଲିଖିତ ପରୀକ୍ଷା, ୨ ଶହ ମିଟର ଦୌଡ, ଶାରିରିକ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ଏହି ଏନସିସି ଚୟନ ପକ୍ରିୟାରେ ଲେଫ୍ଟନାଂଟ ସନ୍ତୋଷନୀ ମୁଣ୍ଡା ପରିଚାଳନା କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande