ବିଜେଡି ରାଜନୈତିକ ଫାଇଦା ପାଇଁ ଲୋକଙ୍କୁ ବିଭ୍ରାନ୍ତ କରୁଛି - ବିଜେପି
ଭୁବନେଶ୍ୱର,୧୪ ସେପ୍ଟେମ୍ବର(ହି.ସ) - ଏମଏମଡିଆର ପ୍ରସଙ୍ଗରେ ବିଜେଡି ଅଭିଯୋଗର ଜବାବ ରଖି ବିଜେପି ନେତା ଅମର ପଟ୍ଟନାୟକ କହିଛନ୍ତି ଯେ ବିଜେଡି ରାଜନୈତିକ ଫାଇଦା ହାସଲ ପାଇଁ ଲୋକଙ୍କୁ ବିଭ୍ରାନ୍ତି କରୁଛି। ଏମଏମଡିଆର ଦ୍ୱାରା କେବଳ ଓଡ଼ିଶା ପାଇଁ ନୁହେଁ ବରଂ ସବୁ ରାଜ୍ୟ ପାଇଁ ଫାଇଦା ହେବ। ବେଶି ଶିଳ୍
ବିଜେଡି ରାଜନୈତିକ ଫାଇଦା ପାଇଁ ଲୋକଙ୍କୁ ବିଭ୍ରାନ୍ତ କରୁଛି - ବିଜେପି


ଭୁବନେଶ୍ୱର,୧୪ ସେପ୍ଟେମ୍ବର(ହି.ସ) - ଏମଏମଡିଆର ପ୍ରସଙ୍ଗରେ ବିଜେଡି ଅଭିଯୋଗର ଜବାବ ରଖି ବିଜେପି ନେତା ଅମର ପଟ୍ଟନାୟକ କହିଛନ୍ତି ଯେ ବିଜେଡି ରାଜନୈତିକ ଫାଇଦା ହାସଲ ପାଇଁ ଲୋକଙ୍କୁ ବିଭ୍ରାନ୍ତି କରୁଛି। ଏମଏମଡିଆର ଦ୍ୱାରା କେବଳ ଓଡ଼ିଶା ପାଇଁ ନୁହେଁ ବରଂ ସବୁ ରାଜ୍ୟ ପାଇଁ ଫାଇଦା ହେବ। ବେଶି ଶିଳ୍ପପତି ଆସିବେ, ଓଡ଼ିଶାକୁ ଆସି ଅକ୍ସନରେ ଭାଗୀଦାର ହେବେ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande