
ଭୁବନେଶ୍ୱର, 14 ସେପ୍ଟେମ୍ବର (ହି.ସ.)- ଓଡ଼ିଶା ବଜାରକୁ
ଆସିବ ଓମ୍ଫେଡ ଆଇସକ୍ରିମ୍ ଓ ପାଣି । ଏନେଇ ସୂଚନା ଦେଇଛନ୍ତି ମତ୍ସ୍ୟ ଓ ପ୍ରାଣୀସମ୍ପଦ
ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ୍ । ସେ କହିଛନ୍ତି ଯେ, ବୋର୍ଡ ଅନୁମୋଦନ ପରେ ଆଇସକ୍ରିମ୍, ପାଣି
ବଜାରକୁ ଆସିବ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା