ସମଲେଶ୍ଵରୀ ମନ୍ଦିରରେ ମାଁ'ଙ୍କ ନୀତି ସମ୍ପନ୍ନ ପରେ ନୂଆଖାଇ ନବାନ୍ନ ସମର୍ପଣ କାର୍ଯ୍ୟକ୍ରମ ଆରମ୍ଭ

ସମ୍ବଲପୁର, 15 ସେପ୍ଟେମ୍ବର (ହି.ସ.) ଗଣପର୍ବ ନୂଆଖାଇ ପାଇଁ ଆଜି ସମଗ୍ର ପଶ୍ଚିମ ଓଡ଼ିଶା ବେଶ୍ ଚଳଚଞ୍ଚଳ ହୋଇଉଠିଛି । ସବୁଠି ନୁଆ ନୁଆଁର ମହକ । ଆଜି ପ୍ରତ୍ୟୁଷରେ ପୂର୍ବ ନିର୍ଦ୍ଧାରିତ ନୀତି ନିର୍ଘଣ୍ଟ ଅନୁସାରେ ମାଁ ସମଲେଶ୍ଵରୀ ମନ୍ଦିରରେ ମାଁ'ଙ୍କ ନୀତି ସମ୍ପନ୍ନ ହେବା ପରେ ନୂଆଖାଇ ନବାନ୍ନ ସମର୍ପଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ନିଷ୍ଠା ନୈବେଦ୍ୟ ମଧ୍ୟରେ ମାଁ ସମଲେଶ୍ଵରୀଙ୍କ ସେବାୟତ ମାନେ ନବାନ୍ନ ନେଇ ମନ୍ଦିର ଭିତରକୁ ପ୍ରବେଶ କରିଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ଶୈଳେଶ

 rajesh pande