ରାଜ୍ୟବାସୀଙ୍କୁ ନୂଆଁଖାଇ ଜୁହାର ଜଣାଇଲେ ଭକ୍ତ ଦାସ
ଭୁବନେଶ୍ୱର, 15 ସେପ୍ଟେମ୍ବର (ହି.ସ.)- ରାଜ୍ୟବାସୀଙ୍କୁ ନୂଆଁଖାଇ ଜୁହାର ଜଣାଇଛନ୍ତି ପିସିସି ସଭାପତି ଭକ୍ତ ଦାସ । ଏହି ଅବସରରେ ସେ ମାଆ ସମଲେଶ୍ୱରୀ ଓ ମାଆ ମାଣିକେଶ୍ୱରୀଙ୍କ ନିକଟରେ ସମସ୍ତଙ୍କ ସୁଖ ସମୃଦ୍ଧି କାମନା କରିଛନ୍ତି । ସୋସିଆଲ ମିଡିଆ ଏକ୍ସରେ ଏକ ବାର୍
ରାଜ୍ୟବାସୀଙ୍କୁ ନୂଆଁଖାଇ     ଜୁହାର ଜଣାଇଲେ ଭକ୍ତ ଦାସ


ଭୁବନେଶ୍ୱର, 15 ସେପ୍ଟେମ୍ବର (ହି.ସ.)- ରାଜ୍ୟବାସୀଙ୍କୁ

ନୂଆଁଖାଇ ଜୁହାର ଜଣାଇଛନ୍ତି ପିସିସି ସଭାପତି ଭକ୍ତ ଦାସ । ଏହି ଅବସରରେ ସେ ମାଆ ସମଲେଶ୍ୱରୀ ଓ ମାଆ

ମାଣିକେଶ୍ୱରୀଙ୍କ ନିକଟରେ ସମସ୍ତଙ୍କ ସୁଖ ସମୃଦ୍ଧି କାମନା କରିଛନ୍ତି ।

ସୋସିଆଲ ମିଡିଆ ଏକ୍ସରେ ଏକ

ବାର୍ତ୍ତା ଜାରି କରି ସେ କହିଛନ୍ତି ଯେ, ପଶ୍ଚିମ୍ ଓଡ଼ିଶାର୍ ଗଣପରବ୍ ପବିତ୍ର ନୂଆଁଖାଇ ଉଧେ

ସବୁ ଭାଇ, ବହେନ୍

ଆଉ ଚାଷୀଭାଇମାନକେ ମୋର୍ ଗୁର୍ଦୁଟେ ଶୁଭେଚ୍ଛା। ନୂଆଁଖାଇ ଆମର୍ ମାଏଟ୍, ଚାଷୀ ଆଉ

ସମୃଦ୍ଧ ସାଂସ୍କୃତିକ୍ ପରମ୍ପରା ର ଗୁଟେ ଅନନ୍ୟ ପରବ୍। ମାଁ ସମଲେଶ୍ୱରୀ ଆଉ ମାଁ

ମାଣିକେଶ୍ୱରୀଙ୍କର୍ ଆଶୀର୍ବାଦରୁ ପ୍ରତ୍ୟେକ୍ ପରିବାର୍ ସୁଖ୍, ଶାନ୍ତି

ଆଉ ସମୃଦ୍ଧିରେ ଭରିଯାଉ। ନୂଆଁଖାଇ ଜୁହାର୍!

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande