ଆରଏସଏସର ପଂଚମ ସରସଂଘଚାଳକ ପୂଜ୍ୟ କେ. ଏସ୍. ସୁଦର୍ଶନ ଜୀଙ୍କ ସ୍ମରଣ କଲେ ଜୁଏଲ ଓରାମ
ଭୁବନେଶ୍ୱର, 15 ସେପ୍ଟେମ୍ବର (ହି.ସ.)- ଆରଏସଏସର ପଂଚମ ସରସଂଘଚାଳକ ପୂଜ୍ୟ କେ. ଏସ୍. ସୁଦର୍ଶନ ଜୀଙ୍କ ସ୍ମୃତିଚାରଣ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ । ସୋସିଆଲ ହ୍ୟାଣ୍ଡେଲରେ ଏକ ବାର୍ତ୍ତା ଜାରି କରି ସେ କହିଛନ୍ତି ଯେ, ମା’ ଭାରତୀଙ୍କ ସଚ୍ଚା ସେବକ ତଥା ରାଷ
ଆରଏସଏସର ପଂଚମ ସରସଂଘଚାଳକ ପୂଜ୍ୟ     କେ. ଏସ୍. ସୁଦର୍ଶନ ଜୀଙ୍କ ସ୍ମରଣ କଲେ ଜୁଏଲ ଓରାମ


ଭୁବନେଶ୍ୱର, 15 ସେପ୍ଟେମ୍ବର (ହି.ସ.)- ଆରଏସଏସର ପଂଚମ

ସରସଂଘଚାଳକ ପୂଜ୍ୟ କେ. ଏସ୍. ସୁଦର୍ଶନ ଜୀଙ୍କ ସ୍ମୃତିଚାରଣ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଜୁଏଲ

ଓରାମ । ସୋସିଆଲ ହ୍ୟାଣ୍ଡେଲରେ ଏକ ବାର୍ତ୍ତା ଜାରି କରି ସେ କହିଛନ୍ତି ଯେ, ମା’ ଭାରତୀଙ୍କ

ସଚ୍ଚା ସେବକ ତଥା ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ପଞ୍ଚମ ସରସଂଘଚାଳକ ପରମ ପୂଜ୍ୟ କେ. ଏସ୍.

ସୁଦର୍ଶନ ଜୀଙ୍କ ପୁଣ୍ୟତିଥି ଅବସରରେ ତାଙ୍କୁ ସାଦର ଶ୍ରଦ୍ଧାଞ୍ଜଳି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande