ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିବସରେ ୭୬ଟି ଚାରାରୋପଣ
ଜୟପୁର,୧୭ ସେପ୍ଟେମ୍ବର (ହି.ସ.) - ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୬ତମ ଜନ୍ମଦିବସ ଅବସରରେ ଜୟପୁରରେ ‘ଏକ ପେଡ୍ ମା କେ ନାମ ୩.୦’ କାର?୍ୟ୍ୟକ୍ରମ ଆୟୋଜିତ ହୋଇଥିଲା। ଜୟପୁର ବନ ବିଭାଗ ପକ୍ଷରୁ ଗୁରୁବାର ସହରର ପିଏମ୍ ଶ୍ରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମ କରାଯାଇଥିଲା।

Invalid email address

ପୂର୍ଣ୍ଣ ଖବର ପ read ିବାକୁ ଦୟାକରି ଏଠାରେ ହିନ୍ଦୁସ୍ତାନ ସମ୍ବାଦକୁ ସବସ୍କ୍ରାଇବ କରନ୍ତୁ |

संपर्क करें

Hindusthan Samachar News Agency, First Floor, 23, Panchkuian Road, Near R. K. Ashram Metro Station, Pillar No. 12, New Delhi-110001

(+91) 7701802829 / 9625923629

marketing@hs.news


 rajesh pande