
ବଲାଙ୍ଗିର, ୧୭ ସେପ୍ଟେମ୍ବର (ହି.ସ.)- ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ଜନ୍ମଦିନ ଅବସରରେ ତାଙ୍କର ଜନକଲ୍ୟାଣକାରୀ ଯୋଜନାଗୁଡ଼ିକ ପାଇଁ ଘରେ ଘରେ ଶୁଭେଚ୍ଛା ଜଣାଇବା ସହ ଏକ ‘ଆଶୀର୍ବାଦର ଦୀପ’ ଜାଳିବାକୁ ନିବେଦନ କରିଛନ୍ତି ବିଶିଷ୍ଟ ଚିତ୍ରଶିଳ୍ପୀ ପଦ୍ମଶ୍ରୀ କୈଳାସ ମେହେର।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ