ବିକ୍ରମ ପଣ୍ଡାଙ୍କ ପାଇଁ ଵଢିଲା ଅଡ଼ୁଆ
ଗଞ୍ଜାମ, ୧୭ ସେପ୍ଟେମ୍ବର (ହି.ସ.)- ପୀତବାସ ପଣ୍ଡାଙ୍କ ହତ୍ୟା କାଣ୍ଡରେ ଅଭିଯୁକ୍ତ ଥିବା ଜିଲ୍ଲା ବିଜେଡ଼ି ସଭାପତି ବିକ୍ରମ ପଣ୍ଡାଙ୍କ ପାଇଁ ଅଡୁଆ ସୃଷ୍ଟି ହୋଇଛି। ସେ ୧୦ ମାସ୧୦ ଦିନ ଜେଲ ରେ ର଼ହିଵା ପରେ ହାଇକୋର୍ଟରୁ ସର୍ତ୍ତ ମୂଳକ ଜାମିନ ପାଇଛନ୍ତି। ଜେଲରୁ ଜଣେ ସାକ୍ଷୀକୁ ଜେଲ ଡାକ୍ତର ସୁଶାନ୍ତ
ବିକ୍ରମ ପଣ୍ଡାଙ୍କ ପାଇଁ ଵଢିଲା ଅଡ଼ୁଆ


ଗଞ୍ଜାମ, ୧୭ ସେପ୍ଟେମ୍ବର (ହି.ସ.)- ପୀତବାସ ପଣ୍ଡାଙ୍କ ହତ୍ୟା କାଣ୍ଡରେ ଅଭିଯୁକ୍ତ ଥିବା ଜିଲ୍ଲା ବିଜେଡ଼ି ସଭାପତି ବିକ୍ରମ ପଣ୍ଡାଙ୍କ ପାଇଁ ଅଡୁଆ ସୃଷ୍ଟି ହୋଇଛି। ସେ ୧୦ ମାସ୧୦ ଦିନ ଜେଲ ରେ ର଼ହିଵା ପରେ ହାଇକୋର୍ଟରୁ ସର୍ତ୍ତ ମୂଳକ ଜାମିନ ପାଇଛନ୍ତି। ଜେଲରୁ ଜଣେ ସାକ୍ଷୀକୁ ଜେଲ ଡାକ୍ତର ସୁଶାନ୍ତ ପାଣିଗ୍ରାହିଙ୍କ ଫୋନ୍ ରେ ଧମକ ଦେଇଥିବା ଘଟଣା ଗୋଷାଣୀ ନୂଆ ଗାଁ ଥାନାରେ ଅଭିଯୋଗ ହୋଇଛି ବୋଲି ବ୍ରହ୍ମପୁର ଏସପି ଡକ୍ଟର ସର୍ବଣା ଵିବେକ ଏମ ସୂଚନା ଦେଇଛନ୍ତି। ଏହିପରି ଅନ୍ଯ ଜଣେ ଅଭିଯୁକ୍ତ ମଦନ ଦଳାଇଙ୍କ ନାମରେ ମଧ୍ୟ ଥାନାରେ ଅଭିଯୋଗ ହୋଇଛି। ଏ ସମ୍ପର୍କରେ ଫୋନ୍ ଦେଇଥିବା ଡାକ୍ତରଙ୍କୁ ଵି ଜେରା କରାଯିବ ବୋଲି ଏସପି ସୂଚନା ଦେଇଛନ୍ତି। ଅନ୍ୟ ପକ୍ଷରେ ବିକ୍ରମଙ୍କୁ ପୁଣି ଜେଲରେ ପୁରାଇବା ପାଇଁ ଏହା ପୁଲିସରଏକ ଷଡଯନ୍ତ୍ର ବୋଲି ବିକ୍ରମଙ୍କ ଓକିଲ କହିଛନ୍ତି।

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande