
ଭୁବନେଶ୍ୱର, 17 ସେପ୍ଟେମ୍ବର (ହି.ସ.)- ପବିତ୍ର
ବିଶ୍ୱକର୍ମା ପୂଜାର ଶୁଭେଚ୍ଛା ଜଣାଇଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ସୋସିଆଲ ହ୍ୟାଣ୍ଡେଲରେ ଏକ ବାର୍ତ୍ତା ଜାରି କରି ସେ କହିଛନ୍ତି ଯେ, ଦେବଶିଳ୍ପୀ ଭଗବାନ
ବିଶ୍ୱକର୍ମାଜୀଙ୍କ ଜୟନ୍ତୀ ଅବସରରେ ସମସ୍ତ ଦେଶବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା।ଭଗବାନ
ବିଶ୍ୱକର୍ମାଙ୍କ କୃପାରେ ସମସ୍ତଙ୍କ ଜୀବନରେ ସୁଖ,
ଶାନ୍ତି, ସମୃଦ୍ଧି ଓ ଖୁସିର ସଞ୍ଚାର ହେଉ, ଏହା ହିଁ ମୋର ମଙ୍ଗଳକାମନା।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା